ସୁନା ଦୋକାନ କର୍ମଚାରୀଙ୍କ ଉପରେ ଗୁଳିମାଡ଼ । ଜଣେ ମୃତ, ଜଣେ ଗୁରୁତର ।

Advertisment

ଟଙ୍କା ନେଇ ବ୍ୟାଙ୍କକୁ ଯାଉଥିବା ବେଳେ ଆକ୍ରମଣ । ୨ଲୁଟେରାକୁ କାବୁକଲେ ସ୍ଥାନୀୟ ଲୋକ ।

ଟଙ୍କା ନେଇ ବ୍ୟାଙ୍କକୁ ଯାଉଥିବା ବେଳେ ଆକ୍ରମଣ । ୨ଲୁଟେରାକୁ କାବୁକଲେ ସ୍ଥାନୀୟ ଲୋକ ।

ଲୁଟ୍ ପାଇଁ ଗୁଳିମାଡ଼

ଲୁଟ୍ ପାଇଁ ଗୁଳିମାଡ଼ Photograph: (kanaknews)

କନକ ବ୍ୟୁରୋ: ଲୁଟ୍ ପାଇଁ ଗୁଳିମାଡ଼ । ଯାଜପୁର ପାଣିକୋଇଲିରେ ସୁନା ଦୋକାନ କର୍ମଚାରୀଙ୍କ ଉପରେ ଗୁଳିମାଡ଼ । ଟଙ୍କା ନେଇ ବ୍ୟାଙ୍କକୁ ଯାଉଥିବା ବେଳେ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । 

ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । କଟକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ୨ଲୁଟେରାକୁ ସ୍ଥାନୀୟ ଲୋକ କାବୁ କରିଥିବା ବେଳେ ଅନ୍ୟ ଦୁଇ ଜଣ ଫେରାର ହୋଇଯାଇଛନ୍ତି  । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe