କନକ ବ୍ୟୁରୋ: ଲୁଟ୍ ପାଇଁ ଗୁଳିମାଡ଼ । ଯାଜପୁର ପାଣିକୋଇଲିରେ ସୁନା ଦୋକାନ କର୍ମଚାରୀଙ୍କ ଉପରେ ଗୁଳିମାଡ଼ । ଟଙ୍କା ନେଇ ବ୍ୟାଙ୍କକୁ ଯାଉଥିବା ବେଳେ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ ।
ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । କଟକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ୨ଲୁଟେରାକୁ ସ୍ଥାନୀୟ ଲୋକ କାବୁ କରିଥିବା ବେଳେ ଅନ୍ୟ ଦୁଇ ଜଣ ଫେରାର ହୋଇଯାଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/01/04/c7XYwNy2mCYLk4mVsdpc.jpg)