କନକବ୍ୟୁରୋ: ଦଳିଦେଲା ଦନ୍ତା, ଚାଲିଗଲା ୨ ଜଣଙ୍କ ଜୀବନ। ୨ ଜଣ ଗୁରୁତର ଆହତ ହୋଇଛନ୍ତି। ମୟୂରଭଂଜ ଜିଲ୍ଲା ମୋରଡ଼ା ଥାନା ସୋନପୁରିଆ ଗାଁରେ ଏହି ଦୁଃଖଦ ଘଟଣା ଘଟିଛି। ଦୁଇ ମୃତକ ହେଲେ ରଘୁ ହେମ୍ବ୍ରମ୍ ଓ ସାକ୍ରା ହେମ୍ବ୍ରମ୍ । ଘରେ ଥିବା ବେଳେ ଦନ୍ତାହାତୀଟି ଘର ଭିତରେ ପଶି ଅଚାନକ୍ ଆକ୍ରମଣ କରିଥିଲା ରାସଗୋବିନ୍ଦପୁର ଓ ବେତନଟୀ ରେଞ୍ଜ ଅଞ୍ଚଳରେ ଉପଦ୍ରବ ଚଳାଇଛନ୍ତି ହାତୀ। ଆହତଙ୍କୁ ବନବିଭାଗ ପିଆଏମ ମେଡିକାଲ କଲେଜ ଓ ଡାକ୍ତରଖାନାରେ ଭର୍ତ୍ତି କରିଛି ।
ଦନ୍ତା ନେଲା ୨ ଜୀବନ , ଘରେ ଥିବା ବେଳେ ଆକ୍ରମଣରେ ୨ ମୃତ ।
ଦଳିଦେଲା ଦନ୍ତା, ଚାଲିଗଲା ୨ ଜଣଙ୍କ ଜୀବନ। ୨ ଜଣ ଗୁରୁତର ଆହତ ହୋଇଛନ୍ତି। ମୟୂରଭଂଜ ଜିଲ୍ଲା ମୋରଡ଼ା ଥାନା ସୋନପୁରିଆ ଗାଁରେ ଏହି ଦୁଃଖଦ ଘଟଣା
/kanak/media/media_files/UZYWCmO7l9KguvGcOCtt.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)