ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଆତିଶୀ ମାର୍ଲେନା । ୫ ମନ୍ତ୍ରୀଙ୍କୁ ମଧ୍ୟ ଶପଥ ପାଠ କରାଇଲେ ଉପରାଜ୍ୟପାଳ

Advertisment

ଅତିଶୀ ଦିଲ୍ଲୀର ସ୍ପ୍ରିଙ୍ଗଡେଲ ସ୍କୁଲରୁ ତାଙ୍କର ପ୍ରାଥମିକ ଶିକ୍ଷା ଗ୍ରହଣ କରିଥିଲେ। ଏହା ପରେ ସେ ସେଣ୍ଟ ଷ୍ଟିଫେନ୍ସ କଲେଜରୁ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ । ତା’ପରେ ସେ ଚିଭିଙ୍ଗ ସ୍କଲାରସିପରେ ଅକ୍ସଫୋର୍ଡ ୟୁନିଭରସିଟି ଯାଇ ସେଠାରୁ ଦ୍ୱିତୀୟ ମାଷ୍ଟର ଡିଗ୍ରୀ ହାସଲ କଲେ । ଅତିଶୀ ଆରମ୍ଭରୁ ଆମ ଆଦମୀ ପାର୍ଟି ସହିତ ଜଡିତ ଥିଲେ। ପଞ୍ଜାବୀ ରାଜପୁତ ପରିବାରର ଅତିଶୀଙ୍କ ସ୍ବାମୀଙ୍କ ନାମ ପ୍ରବୀଣ ସିଂ । ପ୍ରବୀଣ ଜଣେ ଗବେଷକ ଏବଂ ଶିକ୍ଷାବିତ୍‌ । 

fpu'rao

କନକ ବ୍ୟୁରୋ : ଆମ ଆଦମୀ ପାର୍ଟି ନେତା ଆତିଶୀ ମାର୍ଲେନା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଶନିବାର ରାଜନିବାସରେ ଆୟୋଜିତ ଏକ ସରଳ କାର୍ୟ୍ୟକ୍ରମରେ ଦିଲ୍ଲୀର ଉପରାଜ୍ୟପାଳ ବିନୟ କୁମାର ସକ୍ସେନା ଆତିଶୀଙ୍କୁ ଶପଥ ପାଠ କରାଇବା ସହ  ଆତିଶୀ ଦିଲ୍ଲୀର ତୃତୀୟ ତଥା ସର୍ବକନିଷ୍ଠ ମହିଳା ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ତାଙ୍କ ସହ ଆପ୍ ବିଧାୟକ ଗୋପାଳ ରାୟ, ସୌରଭ ଭରଦ୍ୱାଜ, କୈଳାସ ଗେହଲଟ, ଇମ୍ରାନ ହୁସେନ ଏବଂ ମୁକେଶ ଅହଲାୱତ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। 

ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଅତିଶୀ ମର୍ଲେନାଙ୍କ ଉପରେ କାହିଁକି ବିଶ୍ବାସ କରିଲା ଆମ ଆଦମୀ ପାର୍ଟି ? ରେସରେ ଅନେକ ଦକ୍ଷ ଓ ପୁରୁଣା ଚେହେରା ଥିଲେ ବି କାହିଁକି ତାଙ୍କ ନାଁରେ ବାଜିଲା ମୋହର । କୁହାଯାଏ ୨୦୨୨ରୁ ଆମ ଆଦମୀ ପାର୍ଟି ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲରେ ଫସିବା ସହ ଦଳର ଜଣଙ୍କ ପରେ ଜଣେ ନେତା ମଧ୍ୟ ଇଡି ଓ ସିବିଆଇ ରାଡାରେ ରହିଥିଲେ । ମନିଷ ସିସୋଦିଆ, ସଂଜୟ ସିଂଙ୍କ ପରେ ଯେବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜେଲ ଯାଇଥିଲେ,  ସେତେବେଳେ ଦଳକୁ ମଜଭୁତ କରି ଛିଡା କରିବାରେ ଆତିସୀଙ୍କ ବଡ ଭୂମିକା ରହିଥିଲା ।

ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଆତିସୀ ମର୍ଲେନା
ରାଜନୀତିକୁ ଆସିବା ପୂର୍ବରୁ ଜଣେ ସାମାଜିକ କର୍ମୀ
୨୦୧୩ରେ ଆମ ଆଦାମୀ ପାର୍ଟିରେ ସାମିଲ 
ଆପ ସରକାରରେ ପରାମର୍ଶଦାତା ଥିଲେ 
ରାଜନୈତିକ ଦକ୍ଷତା ପାଇଁ କ୍ୟାବିନେଟରେ ମନ୍ତ୍ରୀ 
୨୦୨୦ରେ ଦିଲ୍ଲୀର କାଲକାଜି ବିଧାନସଭାରୁ ନିର୍ବାଚିତ 
୨୦୨୩ରେ ମନ୍ତ୍ରୀ ପଦ ପାଇଥିଲେ ଆତିଶୀ ମର୍ଲେନା

ଅତିଶୀ ଦିଲ୍ଲୀର ସ୍ପ୍ରିଙ୍ଗଡେଲ ସ୍କୁଲରୁ ତାଙ୍କର ପ୍ରାଥମିକ ଶିକ୍ଷା ଗ୍ରହଣ କରିଥିଲେ। ଏହା ପରେ ସେ ସେଣ୍ଟ ଷ୍ଟିଫେନ୍ସ କଲେଜରୁ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ । ତା’ପରେ ସେ ଚିଭିଙ୍ଗ ସ୍କଲାରସିପରେ ଅକ୍ସଫୋର୍ଡ ୟୁନିଭରସିଟି ଯାଇ ସେଠାରୁ ଦ୍ୱିତୀୟ ମାଷ୍ଟର ଡିଗ୍ରୀ ହାସଲ କଲେ । ଅତିଶୀ ଆରମ୍ଭରୁ ଆମ ଆଦମୀ ପାର୍ଟି ସହିତ ଜଡିତ ଥିଲେ। ପଞ୍ଜାବୀ ରାଜପୁତ ପରିବାରର ଅତିଶୀଙ୍କ ସ୍ବାମୀଙ୍କ ନାମ ପ୍ରବୀଣ ସିଂ । ପ୍ରବୀଣ ଜଣେ ଗବେଷକ ଏବଂ ଶିକ୍ଷାବିତ୍‌ । 

ଦିଲ୍ଲୀର ରାଜନୈତିକ ମୋଡ ସେତିକିବେଳେ ବେଶ ରୋଚକ ହୋଇଥିଲା ଯେବେ ଅରବିନ୍ଦ କେଜ୍ରିୱାଲ ଜାମିନରେ ଆସିବା ପରେ ବଡ ଘୋଷଣା କରିଥିଲେ । ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ଦଳର ଜଣେ ନେତା ହିଁ ମୁଖ୍ୟମନ୍ତ୍ରୀ ହେବେ ବୋଲି ସେ ସ୍ପଷ୍ଟ କରିଥିଲେ । କିଛି ଦିନର ମାନସମନ୍ଥନ, ବିଚାର ବିମର୍ଶ ପରେ ଶେଷରେ ଆତିସୀଙ୍କ ନାଁରେ ମୋହର ବାଜିଥିଲା 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe