କନକ ବ୍ୟୁରୋ : ପୁଣି ବିଜେପି ଓ ଦିଲ୍ଲୀ ପୁଲିସ ଉପରେ ସଂଗୀନ ଅଭିଯୋଗ ଆଣିଲେ ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ।ତାଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରାଯାଉଥିବା ଅଭିଯୋଗ କରିଛନ୍ତି କେଜ୍ରିୱାଲ । ମୁଖ୍ୟ ନିର୍ବାଚନ କମିଶନଙ୍କୁ ଚିଠି ସୁରକ୍ଷା ଲୋଡିଛନ୍ତି । ରାଲି,ଜନସଭା ଓ ପଦଯାତ୍ରାରେ ତାଙ୍କ ଉପରେ ଲଗାତାର ଆକ୍ରମଣ କରାଯାଉଛି ଓ ତାଙ୍କ ଜୀବନ ପ୍ରତି ବିପଦ ଥିବା ଚିଠିରେ ଉଲ୍ଲେଖ କରି ସୁରକ୍ଷା ଲୋଡିଛନ୍ତି ।
ବିଜେପି ଓ ଦିଲ୍ଲୀ ପୋଲିସ ଉପରେ ଆପର ସଂଗୀନ ଅଭିଯୋଗ । କେଜ୍ରିୱାଲଙ୍କୁ ହତ୍ୟା ଷଡଯନ୍ତ୍ର କରାଯାଉଥିବା ଆଶଂକା ପ୍ରକାଶ କଲା ଦଳ
ରାଲି,ଜନସଭା ଓ ପଦଯାତ୍ରାରେ ତାଙ୍କ ଉପରେ ଲଗାତାର ଆକ୍ରମଣ କରାଯାଉଛି ଓ ତାଙ୍କ ଜୀବନ ପ୍ରତି ବିପଦ ଥିବା ଚିଠିରେ ଉଲ୍ଲେଖ କରି ସୁରକ୍ଷା ଲୋଡିଛନ୍ତି ।
/kanak/media/media_files/2025/01/24/NLEAPF3W8gk1D9eL2Bnq.jpg)