ଲାଓସରେ ଆୟୋଜିତ ୨୧ ତମ ଆସିଆନ-ଭାରତ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ ସାମିଲ । ପ୍ରବାସୀ ଭାରତୀୟଙ୍କୁ ଭେଟିଲେ, ରାମାୟଣ ଦେଖିଲେ

Advertisment

ବିଶ୍ବର ବିଭିନ୍ନ ଦେଶରେ ଯୁଦ୍ଧ ପରିସ୍ଥିତି ଦେଇ ଗତି କରୁଥିବା  ସମୟରେ ଆସିଆନ ଦେଶମାନଙ୍କ ସହ ଭାରତର ମିତ୍ରତା ବେଶ ଗୁରୁତ୍ବପୂର୍ଣ୍ଣ । ସହଯୋଗ,ସମନ୍ବୟ ଓ ସମ୍ବାଦ ଜରୁରୀ ବୋଲି ମୋଦୀ କହିଛନ୍ତି । ଲାଓସରେ ୨୧ତମ ଆସିଆନ ଓ ଭାରତ ସମ୍ମିଳନୀ ଆୟୋଜିତ ହୋଇଛି । 

trtftfrt

କନକ ବ୍ୟୁରୋ : ଲାଓସରେ ପହଁଚିବା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ନ୍ଧନା ପ୍ରଦାନ କରାଯାଇଛି । ପ୍ରବାସୀ ଭାରତୀୟଙ୍କୁ ଭେଟିବା ସହ ଲାଓସର ବରିଷ୍ଠ ଅଧିକାରୀଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି । ବିଶ୍ବର ବିଭିନ୍ନ ଦେଶରେ ଯୁଦ୍ଧ ପରିସ୍ଥିତି ଦେଇ ଗତି କରୁଥିବା  ସମୟରେ ଆସିଆନ ଦେଶମାନଙ୍କ ସହ ଭାରତର ମିତ୍ରତା ବେଶ ଗୁରୁତ୍ବପୂର୍ଣ୍ଣ । ସହଯୋଗ,ସମନ୍ବୟ ଓ ସମ୍ବାଦ ଜରୁରୀ ବୋଲି ମୋଦୀ କହିଛନ୍ତି ।  ଲାଓରେ ୨୧ତମ ଆସିଆନ ଓ ଭାରତ ସମ୍ମିଳନୀ ଆୟୋଜିତ ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe