କନକ ବ୍ୟୁରୋ : ଆସନ୍ତା କାଲି ବାମନ ଜନ୍ମ, ଏହି କାରଣରୁ ପୁରୀ ଶ୍ରୀମନ୍ଦିରରେ ହେବ ସ୍ୱତନ୍ତ୍ର ନୀତିକାନ୍ତି । ଏହାକୁ ନଜରରେ ରଖି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଆସନ୍ତା କାଲି ୫ ଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ ରଖାଯାଇଛି । ସନ୍ଧ୍ୟା ୫ ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି । ଏହି ସମୟ ମଧ୍ୟରେ ମନ୍ଦିର ଭିତରକୁ କୌଣସି ସାଧାରଣ ଲୋକଙ୍କୁ ଛଡ଼ାଯିବ ନାହିଁ । ହେଲେ ସକାଳୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ପୂର୍ବପରି ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ।
ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି ପାଇଁ ଦର୍ଶନ କଟକଣା, ଆସନ୍ତା କାଲି ୫ ଘଣ୍ଟା ପାଇଁ ବନ୍ଦ୍ ରହିବ ସାଧାରଣ ଦର୍ଶନ
ଏହାକୁ ନଜରରେ ରଖି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଆସନ୍ତା କାଲି ୫ ଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ ରଖାଯାଇଛି । ସନ୍ଧ୍ୟା ୫ ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି ।
/kanak/media/media_files/2025/09/03/2222-2025-09-03-17-24-10.jpg)