ଅସ୍ତରଙ୍ଗ :ସଂରପଚଙ୍କ ଆକ୍ରୋଶର ଶିକାର ହେଲେ ସୂଚନା ଅଧିକାର କର୍ମୀ । ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

Advertisment

ଅସ୍ତରଙ୍ଗରେ ସୂଚନା ଅଧିକାର କର୍ମୀଙ୍କୁ ମରଣାତ୍ମକ ଆକ୍ରମଣ । ଥାନାରେ ମାମଲା । ଶିଶୁଅ ଗାଁର କାର୍ତ୍ତିକ ପରିଡା ସୂଚନା ଅଧିକାର କର୍ମୀ ଭାବେ କାମ କରି ଆସୁଛନ୍ତି । ଶିଶୁଅ ପଞ୍ଚାୟତ ଅଧିନରେ ହେଉଥିବା ବିଭିନ୍ନ ସରକାରୀ କାମ ଅଗ୍ରଗତି ନେଇ ତଦାରଖ କରନ୍ତି କାର୍ତ୍ତିକ ।

suchana

କନକବ୍ୟୁରୋ : ଅସ୍ତରଙ୍ଗରେ ସୂଚନା ଅଧିକାର କର୍ମୀଙ୍କୁ ମରଣାତ୍ମକ ଆକ୍ରମଣ। ଥାନାରେ ମାମଲା । ଶିଶୁଅ ଗାଁର କାର୍ତ୍ତିକ ପରିଡା ସୂଚନା ଅଧିକାର କର୍ମୀ ଭାବେ କାମ କରି ଆସୁଛନ୍ତି । ଶିଶୁଅ ପଞ୍ଚାୟତ ଅଧିନରେ ହେଉଥିବା ବିଭିନ୍ନ ସରକାରୀ କାମ ଅଗ୍ରଗତି ନେଇ ତଦାରଖ କରନ୍ତି କାର୍ତ୍ତିକ । ସୂଚନା ଅଧିକାର ଆଇନ ବଳରେ ସରକାରୀ କାମ ବିଷୟରେ ସୂଚନା ମାଗିଥାନ୍ତି ।

ଯାହାକୁ ନେଇ ସରପଞ୍ଚଙ୍କ ସମର୍ଥକଙ୍କ ଆକ୍ରୋଶର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଗତ ୧୬ ତାରିଖରେ ଘର ପାଇଁ ସଉଦା ଆଣିବାକୁ ଘର ପାଖ ଛକୁ ଯାଇଥିବାବେଳେ, ସେଠାରେ ରହିଥିବା କିଛି ଦୁର୍ବୃତ୍ତ ତାଙ୍କ ଉପରକୁ ଅତର୍କିତ ଆକ୍ରମଣ କରିଥିଲେ । ଅଭିଯୁକ୍ତମାନେ କାର୍ତିକଙ୍କ ଉପରେ ମରଣାସ୍ତ୍ରରେ ଆକ୍ରମଣ କରିଥିବା ଅସ୍ତରଙ୍ଗ ଥାନାରେ ମାମଲା ରୁଜୁ ହୋଇଛି । ଆକ୍ରମଣରେ ସମ୍ପୂର୍କ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe