ଭଞ୍ଜନଗର ଜଳସମ୍ପଦ ବିଭାଗର ସହକାରୀ ଯନ୍ତ୍ରୀ ପ୍ରସନ୍ନ ସ୍ୱାଇଁ ଗିରଫ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାନ୍ଧିଲା ଭିଜିଲାନ୍ସ

Advertisment

ଭଂଜନଗର ରେ ୨ କୋଟି ୩୦ଲକ୍ଷ ମୂଲ୍ୟର କୋଠା ରହିଥିବା ବେଳେ ବ୍ରହ୍ମପୁରରେ ପ୍ରାୟ ଅଢେଇ କୋଟିର କୋଠା ଠାବ କରିଥିଲା ଭିଜିଲାନ୍ସ ବିଭାଗ। ବାବୁ ଜଣକ ୨୦୦୩ ମସିହାରେ ଠିକା ନିଯୁକ୍ତି ପାଇଥିବା ବେଳେ ସେ ଦୀର୍ଘ ୧୫ ବର୍ଷ ହେବ ଭଂଜନଗର ଜଳସେଚନ ବିଭାଗରେ ରହି କାମ କରି ଆସୁଛନ୍ତି ।  

42yy

କନକ ବ୍ୟୁରୋ ; ଗିରଫ ହେଲେ ଭଂଜନଗର ଉପଖଣ୍ଡରେ ଥିବା ଜଳ ସମ୍ପଦ ବିଭାଗର ସହକାରୀ ଯନ୍ତ୍ରୀ ଇଂ ପ୍ରସନ୍ନ କୁମାର ସ୍ୱାଇଁ । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ପ୍ରସନ୍ନ କୁମାରଙ୍କୁ ଗିରଫ କରିଛି ଭିଜିଲାନ୍ସ ବିଭାଗ। ଗତକାଲି ବାବୁଙ୍କ ୯ ଟି ଠିକଣାରେ ଚଢ଼ାଉ କରିଥିଲା ଭିଜିଲାନ୍ସ ବିଭାଗ। ୬ଟି ବହୁତଳ କୋଠା ସହ ୫ ଟି ପ୍ଳଟ୍, ୨୪ ଲକ୍ଷ ଜମା ଓ ୨୦୦ ଗ୍ରାମ୍‌ର ସୁନା ଜବତ ହୋଇଥିଲା। ଭଂଜନଗର ରେ ୨ କୋଟି ୩୦ଲକ୍ଷ ମୂଲ୍ୟର କୋଠା ରହିଥିବା ବେଳେ ବ୍ରହ୍ମପୁରରେ ପ୍ରାୟ ଅଢେଇ କୋଟିର କୋଠା ଠାବ କରିଥିଲା ଭିଜିଲାନ୍ସ ବିଭାଗ। ବାବୁ ଜଣକ ୨୦୦୩ ମସିହାରେ ଠିକା ନିଯୁକ୍ତି ପାଇଥିବା ବେଳେ ସେ ଦୀର୍ଘ ୧୫ ବର୍ଷ ହେବ ଭଂଜନଗର ଜଳସେଚନ ବିଭାଗରେ ରହି କାମ କରି ଆସୁଛନ୍ତି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe