ଭିଜିଲାନ୍ସ ଜାଲରେ ଭଂଜନଗର ଜଳସମ୍ପଦ ବିଭାଗର ସହକାରୀ ଯନ୍ତ୍ରୀ । ଏକକାଳୀନ ୯ଟି ସ୍ଥାନରେ ଚଢାଉ

Advertisment

ଭଂଜନଗର ଭେଜିପୁଟରେ ତିନି ମହଲା ବିଶିଷ୍ଟ ୨ଟି ଘର, ବ୍ରହ୍ମପୁର ତୁଳସୀନଗରରେ ୪ ମହଲା ବିଶିଷ୍ଟ ଘର,  ଭଂଜନଗରରେ ୩ ମହଲା ବିଶିଷ୍ଟ ଘର ଠାବ ହୋଇଛି । ଏହାସହ ଭଂଜନଗର ଏନଏସିର ୬ ନଂ ୱାର୍ଡରେ କୋଠା ନିର୍ମାଣଧିନ ରହିଛି। ପ୍ରସନଙ୍କ ଘର, ସରକାରୀ କାର୍ୟ୍ୟାଳୟ, ସଂପର୍କୀୟଙ୍କ ଘରେ ମଧ୍ୟ ଛାପା ମାରିଛନ୍ତି ଭିଜିଲାନ୍ସ ଅଧିକାରୀ ।  ପୈତୃକ ଗାଁ ଲୁଡୁଲୁଡି ଓ ସଂପର୍କୀୟଙ୍କ ଘରେ ମଧ୍ୟ ରେଡ କରାଯାଉଛି ।

12p

କନକ ବ୍ୟୁରୋ :  ଭିଜିଲାନ୍ସ ଜାଲରେ ଜଳ ସମ୍ପଦ ବିଭାଗର ସହଯୋଗୀ ଇଞ୍ଜିନିୟର। ଭଞ୍ଜନଗର ଜଳସମ୍ପଦ ଭିଭାଗର ଇଞ୍ଜିନିୟ ପ୍ରସନ ସ୍ୱାଇଁଙ୍କ ଘର ସମେତ ୯ ଟି ସ୍ଥାନରେ ଏକା ସାଙ୍ଗରେ ଚଢାଉ କରୁଛି ବ୍ରହ୍ମପୁର ଓ ଫୁଲବାଣୀ ଭିଜିଲାନ୍ସ ଟିମ। ଯାଞ୍ଚ ବେଳେ ବାବୁଙ୍କ ଅମାପ ସମ୍ପତ୍ତିର ଆଭାସ ମିଳିଛି। ତାଙ୍କର ୫ ଟି ବଡ଼ ବଡ଼ କୋଠା ରହିଛି। ଭଂଜନଗର ଭେଜିପୁଟରେ ତିନି ମହଲା ବିଶିଷ୍ଟ ୨ଟି ଘର, ବ୍ରହ୍ମପୁର ତୁଳସୀନଗରରେ ୪ ମହଲା ବିଶିଷ୍ଟ ଘର,  ଭଂଜନଗରରେ ୩ ମହଲା ବିଶିଷ୍ଟ ଘର ଠାବ ହୋଇଛି । ଏହାସହ ଭଂଜନଗର ଏନଏସିର ୬ ନଂ ୱାର୍ଡରେ କୋଠା ନିର୍ମାଣଧିନ ରହିଛି। ପ୍ରସନଙ୍କ ଘର, ସରକାରୀ କାର୍ୟ୍ୟାଳୟ, ସଂପର୍କୀୟଙ୍କ ଘରେ ମଧ୍ୟ ଛାପା ମାରିଛନ୍ତି ଭିଜିଲାନ୍ସ ଅଧିକାରୀ ।  ପୈତୃକ ଗାଁ ଲୁଡୁଲୁଡି ଓ ସଂପର୍କୀୟଙ୍କ ଘରେ ମଧ୍ୟ ରେଡ କରାଯାଉଛି ।

୨୪ ବର୍ଷ ଧରି ସେ ଗୋଟିଏ ସ୍ଥାନରେ ଚାକିରି କରୁଥିଲେ । ଭଞ୍ଜନଗର କୁଲାଡ଼ ରୋଡ ଘରେ ରେଡ କରାଯାଉଛି। ଭଞ୍ଜନଗରରେ ପ୍ରସନ୍ନଙ୍କ ରହିଛି ବଡ଼ ବଡ଼ ଘର। ଆୟଠାରୁ ଅଧିକ ସମ୍ପତି ଠୁଳ ଅଭିଯୋଗରେ ଚଢାଉ କରିଛି ଭିଜିଲାନ୍ସ ଟିମ୍।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe