ପୁଣି କମ୍ପିବ ବିଧାନସଭା : କ’ଣ ରହିବ ପ୍ରସଙ୍ଗ ତାକୁ ନେଇ ସବୁଠି ଚର୍ଚ୍ଚା

Advertisment

ତିନି ଦିନ ଛୁଟି ପରେ ଆଜିଠୁ ପୁଣି କମ୍ପିବ ବିଧାନସଭା। ନିଲମ୍ବିତ କଂଗ୍ରେସ ବିଧାୟକଙ୍କ ଉପରୁ ହଟବି କି ନିଲମ୍ବନ, ତାହା ଉପରେ ରହିବ ନଜର। ଗୃହରେ ପୁଣି ହଙ୍ଗାମା କରିପାରେ ବିଜେଡି

ତିନି ଦିନ ଛୁଟି ପରେ ଆଜିଠୁ ପୁଣି କମ୍ପିବ ବିଧାନସଭା। ନିଲମ୍ବିତ କଂଗ୍ରେସ ବିଧାୟକଙ୍କ ଉପରୁ ହଟବି କି ନିଲମ୍ବନ, ତାହା ଉପରେ ରହିବ ନଜର। ଗୃହରେ ପୁଣି ହଙ୍ଗାମା କରିପାରେ ବିଜେଡି

ୋେୋସୱତବ 10

Photograph: (KanakNews)

କନକବ୍ୟୁରୋ : ତିନି ଦିନ ଛୁଟି ପରେ ଆଜିଠୁ ପୁଣି କମ୍ପିବ ବିଧାନସଭା। ନିଲମ୍ବିତ କଂଗ୍ରେସ ବିଧାୟକଙ୍କ ଉପରୁ ହଟବି କି ନିଲମ୍ବନ, ତାହା ଉପରେ ରହିବ ନଜର। ଗୃହରେ ପୁଣି ହଙ୍ଗାମା କରିପାରେ ବିଜେଡି । କଂଗ୍ରେସ ବିଧାୟକଙ୍କ ନିଲମ୍ବନକୁ ବିରୋଧ କରୁଛି ବିରୋଧୀ ଦଳ ବିଜେଡି । ଆଉ ଏହାକୁ ନେଇ ମଧ୍ୟ ଆଜି ହଙ୍ଗାମା କରିପାରେ ବିଜୁ ଜନତା ଦଳ ।

ସେପଟେ, ଆଇନ ଶୃଙ୍ଖଳା ପ୍ରସଙ୍ଗରେ ରାଜ୍ୟ ସରକାରକୁ ଘେରିବା ନେଇ ମଧ୍ୟ ରଣନୀତି କରିପାରେ ବିଜେଡି। ଗତ ଦୁଇ, ତିନ ଦିନ ଭିତରେ ସାରା ରାଜ୍ୟରେ ଦେଖା ଦେଇଥିବା ଅପରାଧିକ ଘଟଣା ଗୃହରେ ଉଠିବା ସମ୍ଭାବନା ରହିଛି । ସେହିପରି ନିଲମ୍ବିତ କଂଗ୍ରେସ ବିଧାୟକ ମଧ୍ୟ ଆଜି ପୁଣି ବିଧାନସଭା ପରିସରରେ ଧାରଣା ଦେଇପାରନ୍ତି । ତେବେ କଣ ରହିବ ଆଜିର କାର୍ଯ୍ୟକ୍ରମ ତାହା ଉପରେ ସାରା ରାଜ୍ୟର ନଜର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe