କନକ ବ୍ୟୁରୋ: ସ୍ବାଭାବିକ ଚାଲିଛି ବିଧାନସଭାର ପ୍ରଶ୍ନକାଳ । ବିଭିନ୍ନ ପ୍ରଶ୍ନର ଉତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ । ରାଜ୍ୟରେ ୨ ହଜାର ୩୮୦ଟି ଗାଁକୁ ନାହିଁ ରାସ୍ତା । କନଭରଜେନ୍ସ ଯୋଜନାରେ ରାସ୍ତା ପାଇଁ ସରକାରଙ୍କ ବ୍ୟବସ୍ଥା କରିଛନ୍ତି । ମୟୂରଭଞ୍ଜ ଜିଲ୍ଲାରେ ୫୮ ଗାଁକୁ ରାସ୍ତା ନାହିଁ । ପୁର୍ବରୁ ସିଏଫସି, ଏସଏଫସି, ଏମଏଲଏ ଲ୍ୟାଡ, ଏମପି ଲ୍ୟାଡ, ମନରେଗାରେ ରାସ୍ତା ନିର୍ମାଣ ପାଇଁ ବ୍ୟବସ୍ଥା ଥିଲା । କିନ୍ତୁ ଚଳିତ ଥର ରାଜ୍ୟ ସରକାର ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାର ଏଥିପାଇଁ ବ୍ୟବସ୍ଥା ରହିଛି । ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାର ୩୫ ପ୍ରତିଶତ ଅର୍ଥ ଗାଁ ରାସ୍ତା ନିର୍ମାଣରେ ଖର୍ଚ୍ଚ ପାଇଁ ପ୍ରାବଧାନ ରହିଛି ।
ସ୍ବାଭାବିକ ଚାଲିଛି ପ୍ରଶ୍ନକାଳ ; ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ
ସ୍ବାଭାବିକ ଚାଲିଛି ବିଧାନସଭାର ପ୍ରଶ୍ନକାଳ । ବିଭିନ୍ନ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ । ରାଜ୍ୟରେ ୨ ହଜାର ୩୮୦ଟି ଗାଁକୁ ନାହିଁ ରାସ୍ତା । କନଭରଜେନ୍ସ ଯୋଜନାରେ ରାସ୍ତା ପାଇଁ ସରକାରଙ୍କ ବ୍ୟବସ୍ଥା ।
/kanak/media/media_files/2025/02/18/uPlxuFugeQsLNpc5VLbP.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)