କନକ ବ୍ୟୁରୋ: ବିହାରରେ କାଲିଠାରୁ ଆରମ୍ଭ ହେଉଛି ହକି ଏସିଆ କପ୍। ସେପ୍ଟେମ୍ବର ୭ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ହକି ଏସିଆ କପ୍ ୨୦୨୫ରେ ବଡ଼ ପରିବର୍ତ୍ତନ ଘଟିଛି। ପାକିସ୍ତାନ ଓ ଓମାନ ସୁରକ୍ଷା ଓ ଆଭ୍ୟନ୍ତରୀଣ କାରଣରୁ ଟୁର୍ଣ୍ଣାମେଣ୍ଟରୁ ନାମ ପ୍ରତ୍ୟାହାର କରିଛନ୍ତି। ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ କହିଛନ୍ତି, ପାକିସ୍ତାନ ନିଜେ ସୁରକ୍ଷା କାରଣରୁ ଅଂଶଗ୍ରହଣ କରୁନାହିଁ । ଓମାନ୍ ପାକିସ୍ତାନ ବଦଳରେ ବାଂଲାଦେଶ ଓ କାଜାକସ୍ତାନକୁ ଟୁର୍ଣ୍ଣାମେଣ୍ଟରେ ସାମିଲ କରାଯାଇଛି। ଏସିଆ ହକି ଫେଡେରେସନ ଅନୁଯାୟୀ, ଏହି ଆଠଟି ଦଳର ଟୁର୍ଣ୍ଣାମେଣ୍ଟରୁ ବିଜେତା ୨୦୨୬ ଏଫଆଇଏଚ୍ ହକି ବିଶ୍ୱକପ୍ରେ ସିଧାସଳଖ ପ୍ରବେଶ କରିବେ। ଭାରତ ପୁଲ୍ ଏ’ରେ ଚୀନ, ଜାପାନ ଓ କାଜାକସ୍ତାନ ସହିତ ରହିଛି, କାଲି ଭାରତ ତାର ଅଭିଯାନ ଚୀନ ବିପକ୍ଷରେ ଆରମ୍ଭ କରିବ। ପୁଲ୍ ବି’ରେ ମାଲେସିଆ, କୋରିଆ, ବାଂଲାଦେଶ ଓ ଚାଇନିଜ୍ ତାଇପେଇ ରହିଛନ୍ତି।
ଆସନ୍ତାକାଲିଠୁ ବାଜିବ ଏସିଆ କପ୍ ହକି ବିଗୁଲ: ଆଠଟି ଦଳକୁ ନେଇ ଏସିଆ ଟାଇଟଲ୍ ଲଢ଼େଇ, ଆସିଲାନି ପାକିସ୍ତାନ ଟିମ୍
ଓମାନ୍ ପାକିସ୍ତାନ ବଦଳରେ ବାଂଲାଦେଶ ଓ କାଜାକସ୍ତାନକୁ ଟୁର୍ଣ୍ଣାମେଣ୍ଟରେ ସାମିଲ କରାଯାଇଛି। ଏସିଆ ହକି ଫେଡେରେସନ ଅନୁଯାୟୀ, ଏହି ଆଠଟି ଦଳର ଟୁର୍ଣ୍ଣାମେଣ୍ଟରୁ ବିଜେତା ୨୦୨୬ ଏଫଆଇଏଚ୍ ହକି ବିଶ୍ୱକପ୍ରେ ସିଧାସଳଖ ପ୍ରବେଶ କରିବେ।
/kanak/media/media_files/2025/08/28/31-2025-08-28-21-06-02.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)