କନକବ୍ୟୁରୋ : କୋଣାର୍କ ସୂର୍ଯ୍ୟ ମନ୍ଦିରରୁ ବାଲି କାଢ଼ିବା ବିଳମ୍ବକୁ ନେଇ ସ୍ଥିତି ଅନୁଧ୍ୟାନ କଲେ ଏ.ଏସ୍‌.ଆଇ ଡିଜି ଯଦୁବୀର ସିଙ୍ଗି ରାୱତ ।  ତାଙ୍କ ସହିତ ୧୫ଜଣିଆ ଟିମ୍‌ କୋଣାର୍କ ମନ୍ଦିରର ସ୍ଥିତି ଅନୁଧ୍ୟାନ କରିଛନ୍ତି । ବାଲି କାଢ଼ିବା ପ୍ରସଙ୍ଗରେ ଏ.ଏସ୍‌. ଆଇ ସୁପରିଟେଣ୍ତେଣ୍ଟ୍ ଡିବି ଗଡ଼ନାୟକଙ୍କ ସହିତ ଆଲୋଚନା କରିଛନ୍ତି ।  ଏହା ସହିତ ବାଲି କାଢ଼ିବା ଟ୍ରେସ ମ୍ୟାପ୍ ଦେଖିଥିଲେ । କିଭଳି ସୁରକ୍ଷିତ ଭାବରେ ବାଲି କଢ଼ାଯିବ ସେ ନେଇ ଏ.ଏସ୍‌.ଆଇ ଡିଜି ଯଦୁବୀର ସିଙ୍ଗି ବରିଷ୍ଠ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଛନ୍ତି । 

Advertisment


--