ପଛରେ ପଡିଲେ ଅଶ୍ୱିନୀ, ଟେଷ୍ଟ ବୋଲର ରାଙ୍କିଙ୍ଗରେ ପ୍ରଥମ ସ୍ଥାନକୁ ଫେରିଲେ ଯଶପ୍ରୀତ୍ ବୁମରା

Advertisment

ଏହା ପୂର୍ବରୁ ଫେବୃଆରୀ ୨୦୨୩ରେ ପ୍ରଥମ ଥର ପାଇଁ ଟେଷ୍ଟରେ ନମ୍ବର ୱାନ ବୋଲର ଭାବେ ମାନ୍ୟତା ହାସଲ କରିଥିଲେ । ସେହିପରି ଭାରତର ଷ୍ଟାର ବ୍ୟାଟର ଯଶସ୍ବୀ ଜୟସ୍ଵଲ ବ୍ୟାଟିଂ ତାଲିକାରେ ଉପରକୁ ଉଥିବା ସହିତ ୩ନମ୍ବର ସ୍ଥାନରେ ପହଞ୍ଚିଛନ୍ତି।ଏହି ତାଲିକାରେ ୧ନମ୍ବର ସ୍ଥାନରେ ଇଂଲଣ୍ଡର ବ୍ୟାଟର ଯୋଏ ରୁଟ ଥିବାବେଳେ ଦ୍ଵିତୀୟ ସ୍ଥାନରେ ଅଛନ୍ତି ନ୍ୟୁଜିଲାଣ୍ଡ ଷ୍ଟାର କେନ ବିଲୀୟମସନ।

Z\^cZcZ\

କନକ ବ୍ୟୁରୋ : ଅଶ୍ୱିନୀଙ୍କୁ ହଟାଇ ପୁଣିଥରେ ଟେଷ୍ଟ ବୋଲର ରାଙ୍କିଙ୍ଗରେ ନମ୍ବର ୧ ସ୍ଥାନକୁ ଫେରିଛନ୍ତି ଭାରତୀୟ ସ୍ପୀଡ଼ଷ୍ଟାର ଯଶପ୍ରୀତ ବୁମରା । ଏବେ ଏବେ ଶେଷ ହୋଇଥିବା କାନପୁର ଟେଷ୍ଟରେ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ ଯଶପ୍ରୀତ । ଏହି ଟେଷ୍ଟର ଉଭୟ ଇନିଂସରେ ୩ଟି ଲେଖାଏଁ  ନେଇଥିଲେ । କାନପୁର ଟେଷ୍ଟରେ ବୁମରା ସର୍ବାଧିକ ୬ଟି ୱିକେଟ ନେଇଥିବା ବେଳେ ରବିଚନ୍ଦ୍ରନ ଅଶ୍ୱିନୀ ନେଇଥିଲେ ୫ଟି ୱିକେଟ। ଟେଷ୍ଟ ବୋଲିଂ ରାଙ୍କିଙ୍ଗରେ ୮୭୦ ପଏଣ୍ଟ ସହିତ ବୁମରା ପ୍ରଥମ ସ୍ଥାନରେ ଥିବାବେଳେ, ତାଙ୍କଠାରୁ ମାତ୍ର ଗୋଟିଏ ପଏଣ୍ଟ ପଛରେ ରହି ଦ୍ଵିତୀୟ ସ୍ଥାନରେ ରହିଛନ୍ତି ରବି ଅଶ୍ୱିନୀ । ଏହା ପୂର୍ବରୁ ଫେବୃଆରୀ ୨୦୨୩ରେ ପ୍ରଥମ ଥର ପାଇଁ ଟେଷ୍ଟରେ ନମ୍ବର ୱାନ ବୋଲର ଭାବେ ମାନ୍ୟତା ହାସଲ କରିଥିଲେ । ସେହିପରି ଭାରତର ଷ୍ଟାର ବ୍ୟାଟର ଯଶସ୍ବୀ ଜୟସ୍ଵଲ ବ୍ୟାଟିଂ ତାଲିକାରେ ଉପରକୁ ଉଥିବା ସହିତ ୩ନମ୍ବର ସ୍ଥାନରେ ପହଞ୍ଚିଛନ୍ତି।ଏହି ତାଲିକାରେ ୧ନମ୍ବର ସ୍ଥାନରେ ଇଂଲଣ୍ଡର ବ୍ୟାଟର ଯୋଏ ରୁଟ ଥିବାବେଳେ ଦ୍ଵିତୀୟ ସ୍ଥାନରେ ଅଛନ୍ତି ନ୍ୟୁଜିଲାଣ୍ଡ ଷ୍ଟାର କେନ ବିଲୀୟମସନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe