ଅଶୋକ ଓ ଅନନ୍ତଙ୍କ ଅଡୁଆ ବଢିଲା । ସୋ’ କଜ୍ ନୋଟିସର ଉତ୍ତର ରଖିଲେ ୨ କର୍ପୋରେଟର

Advertisment

ଆମପ୍ରତି ଅନ୍ୟାୟ ହୋଇଛି, ଆମେ କୌଣସି ବିଶୃଙ୍ଖଳା କରିନୁ । ଅଶୋକ ପଣ୍ଡା ଓ ଅନନ୍ତ ଜେନା ଷଡଯନ୍ତ୍ର କରୁଥିଲେ ।

ଆମପ୍ରତି ଅନ୍ୟାୟ ହୋଇଛି, ଆମେ କୌଣସି ବିଶୃଙ୍ଖଳା କରିନୁ । ଅଶୋକ ପଣ୍ଡା ଓ ଅନନ୍ତ ଜେନା ଷଡଯନ୍ତ୍ର କରୁଥିଲେ ।

Ashok Ananta

କନକ ବ୍ୟୁରୋ : ଭୁବନେଶ୍ୱର ବିଜେଡି କର୍ପୋରେଟର କଳି ପ୍ରସଙ୍ଗ । ସୋ’ କଜ୍ ନୋଟିସର ଉତ୍ତର ରଖିଲେ ୨ କର୍ପୋରେଟର । ନୋଟିସରେ ଉଲ୍ଲେଖ କରି କହିଛନ୍ତି, ଆମପ୍ରତି ଅନ୍ୟାୟ ହୋଇଛି, ଆମେ କୌଣସି ବିଶୃଙ୍ଖଳା କରିନୁ । ଅଶୋକ ପଣ୍ଡା ଓ ଅନନ୍ତ ଜେନା ଷଡଯନ୍ତ୍ର କରୁଥିଲେ । ଯହା ସବୁ ବିବାଦ ହୋଇଛି ତାହା ଅଶୋକ ପଣ୍ଡା ଓ ଅନନ୍ତ କରିଛନ୍ତି । ଯଦି ଆମେ ଦୋଷୀ ସେମାନେ ବି ଦୋଷୀ ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe