କନକବ୍ୟୁରୋ: ଅଶାନ୍ତ ହେଲା ଖଲ୍ଲିକୋଟ । କେଶପୁର ଛକରେ ଫୁଟିଲା ବୋମା । ଦିଲ୍ଲୀପ ପାହାନଙ୍କ ଟାଇଲସ ଓ ମାର୍ବଲ ଦୋକାନ ଆଗରେ ଏହି ବୋମା ମାଡ଼ ହୋଇଥିବା ସୂଚନା । ରାଜନୀତିକ ରାଜନୈତିକ ହିଂସା ଯୋଗୁଁ ଏହି ବୋମାମାଡ଼ ହୋଇଥିବା ଜଣାପଡ଼ିଛି । ଦୋକାନ ବନ୍ଦ ଥିବା ବେଳେ ୩ଟି ବୋମା ମାଡ଼ କରିଛନ୍ତି ଦୁର୍ବୃତ୍ତ। ଘଟଣା ସ୍ଥଳରେ ଖଲ୍ଲିକୋଟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
      
          ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
      
    
  
  
 
  
    Here are a few more articles:
    
        
    
            
            {{#pages}}
                
                
                
            {{/pages}}
            
        
    
    
  
 Follow Us