ସାବାସ୍ ଆଶା ଦିଦି ଜ୍ୟୋତ୍ସ୍ନାରାଣୀ ଦେଇ ; ଟାଣ ଖରାରେ ବୁଲୁଛନ୍ତି ଗାଁରୁ ଗାଁ

Advertisment

ପ୍ରବଳ ଖରା ଗରମକୁ ଖାତିରି ନକରି ସଚେତନ କରାଉଛନ୍ତି ଆଶା ଦିଦି । ଗୋଟିଏ ହାତରେ ଡାକ ବାଜି ଯନ୍ତ୍ର, ଅନ୍ୟହାତରେ ଛତା ଧରି ସାହି ସାହି ବୁଲି ସଚେତନ କରାଉଛନ୍ତି ପୁରୀ ସତ୍ୟବାଦୀ ବ୍ଲକ ବାଗଲପୁରର ଆଶା ଦିଦି ଜ୍ୟୋତ୍ସ୍ନାରାଣୀ ଦେଇ ।

ପ୍ରବଳ ଖରା ଗରମକୁ ଖାତିରି ନକରି ସଚେତନ କରାଉଛନ୍ତି ଆଶା ଦିଦି । ଗୋଟିଏ ହାତରେ ଡାକ ବାଜି ଯନ୍ତ୍ର, ଅନ୍ୟହାତରେ ଛତା ଧରି ସାହି ସାହି ବୁଲି ସଚେତନ କରାଉଛନ୍ତି ପୁରୀ ସତ୍ୟବାଦୀ ବ୍ଲକ ବାଗଲପୁରର ଆଶା ଦିଦି ଜ୍ୟୋତ୍ସ୍ନାରାଣୀ ଦେଇ ।

16ବିଲ

Photograph: (kanaknews)

କନକ ବ୍ୟୁରୋ : ଅଧିକ ଖରାରେ ବାହାରେ ବୁଲନ୍ତୁ ନାହିଁ । ଜରୁରୀ କାର୍ଯ୍ୟରେ ବାହାରକୁ ଗଲେ କ'ଣ କ'ଣ ସାଙ୍ଗରେ ନେବା ନିହାତି ଜରୁରୀ । ପ୍ରବଳ ଖରା ଗରମକୁ ଖାତିର ନକରି ସଚେତନ କରାଉଛନ୍ତି ଆଶା ଦିଦି । ଗୋଟିଏ ହାତରେ ଡାକ ବାଜି ଯନ୍ତ୍ର, ଅନ୍ୟହାତରେ ଛତା ଧରି ସାହି ସାହି ବୁଲି ସଚେତନ କରାଉଛନ୍ତି ପୁରୀ ସତ୍ୟବାଦୀ ବ୍ଲକ ବାଗଲପୁରର ଆଶା ଦିଦି ଜ୍ୟୋତ୍ସ୍ନାମଣି ଦେଇ ।

ଅନେକ ସରକାରୀ କର୍ମଚାରୀ ଶୀତତାପ ନିୟନ୍ତ୍ରିତ କୋଠରୀରେ ବସି ନିଜନିଜ ଦାୟିତ୍ୱ ତୁଲାଉଛନ୍ତି । ଅନେକ ତ କେବଳ କାଗଜ କଲମରେ କାମ କରି ଦେଇ ବସିଯାଉଛନ୍ତି । ସେଥିପାଇଁ ଅନେକ ସମୟରେ ସରକାରୀ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି । କିନ୍ତୁ ଏହିଭଳି ଆଶାକର୍ମୀ ଓ ଓ ଅଙ୍ଗନବାଡ଼ିଙ୍କ ଭଳି କିଛି ସେବିକାଙ୍କ ପାଇଁ ଲୋକମାନେ ସଚେତନ ହୋଇପାରୁଛନ୍ତି । ବାତ୍ୟା, ବନ୍ୟା, ଖରା ଦିନେ ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରିପାରୁଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe