ନିର୍ବାଚନରେ ମିଥ୍ୟା ସତ୍ୟପାଠ ଦାଖଲ ମାମଲା: ଜବାବ ଦାଖଲ କଲେ ଅରୁଣ ସାହୁ

Advertisment

ଜବାବ ଦାଖଲ କଲେ ଅରୁଣ ସାହୁ ।  ନିର୍ବାଚନରେ ମିଥ୍ୟା  ସତ୍ୟପାଠ ଦାଖଲ ମାମଲାରେ ଜବାବ ଦାଖଲ କଲେ ଅରୁଣ ସାହୁ । ତାଙ୍କ ବିରୁଦ୍ଧରେ ହୋଇଥିବା ମାମଲା ଖାରଜ ପାଇଁ  ଆବେଦନ କରିଛନ୍ତି  ଅରୁଣ । ତେବେ ପରବର୍ତ୍ତୀ ଶୁଣାଣି ୨୮ ନଭେମ୍ବରରେ  ।

Updated On

ଜବାବ ଦାଖଲ କଲେ ଅରୁଣ ସାହୁ ।  ନିର୍ବାଚନରେ ମିଥ୍ୟା  ସତ୍ୟପାଠ ଦାଖଲ ମାମଲାରେ ଜବାବ ଦାଖଲ କଲେ ଅରୁଣ ସାହୁ । ତାଙ୍କ ବିରୁଦ୍ଧରେ ହୋଇଥିବା ମାମଲା ଖାରଜ ପାଇଁ  ଆବେଦନ କରିଛନ୍ତି  ଅରୁଣ । ତେବେ ପରବର୍ତ୍ତୀ ଶୁଣାଣି ୨୮ ନଭେମ୍ବରରେ  ।

ଅଦ୍ୟତନ ହୋଇଛି
arun

କନକ ବ୍ୟୁରୋ : ଜବାବ ଦାଖଲ କଲେ ଅରୁଣ ସାହୁ ।  ନିର୍ବାଚନରେ ମିଥ୍ୟା  ସତ୍ୟପାଠ ଦାଖଲ ମାମଲାରେ ଜବାବ ଦାଖଲ କଲେ ଅରୁଣ ସାହୁ । ଏନେଇ ହାଇକୋର୍ଟରେ ଜବାବ ଦାଖଲ କରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ  ।

ତାଙ୍କ ବିରୁଦ୍ଧରେ ହୋଇଥିବା ମାମଲା ଖାରଜ ପାଇଁ  ଆବେଦନ କରିଛନ୍ତି  ଅରୁଣ । ତେବେ ପୂର୍ବରୁ ପ୍ରତିପକ୍ଷ ବିଜେପି ପ୍ରାର୍ଥୀ ପ୍ରତ୍ୟୁସା ରାଜେଶ୍ୱରୀ ମିଥ୍ୟା ସତ୍ୟ ପାଠ ଦାଖଲ ଅଭିଯୋଗ ଆଣିଥିଲେ । ଯାହାକୁ ନେଇ ବିଧାୟକ ଅରୁଣ ସାହୁଙ୍କ ଅଡୁଆ ବଢିଥିଲା । ଏବେ ସତ୍ୟପାଠ ଦାଖଲ ମାମଲାରେ ଜବାବ ଦାଖଲ କରିଛନ୍ତି ଅରୁଣ ସାହୁ  । ଯାହାର ପରବର୍ତ୍ତୀ ଶୁଣାଣି ୨୮ ନଭେମ୍ବରରେ ହେବ । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe