କନକବ୍ୟୁରୋ : ମନ୍ଦିର ଭିତରେ ବାଣ ବିସ୍ଫୋରଣ। ୧୫୦ରୁ ଅଧିକ ଲୋକେ ଆହତ, ୮ ଗୁରୁତର । କେରଳର ଏକ ମନ୍ଦିର ଉତ୍ସବ କାର୍ଯ୍ୟକ୍ରମରେ ଗତକାଲି ବିଳମ୍ବିତ ରାତିରେ ଏଭଳି ଅଘଟଣ ଘଟିଛି । ୮ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।
ବ୍ରାସ ରଖାଯାଇଥିବା ସ୍ଥାନରେ ନିଆଁ ଲାଗିବାକୁ ଏଭଳି ସ୍ଥିତି ଦେଖିବାକୁ ମିଳିଛି । ଉତ୍ସବ ଦେଖିବାକୁ ଆସିଥିବାରୁ ମନ୍ଦିରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ବହୁ ମହିଳା ଓ ଶିଶୁ ଆହତ ହୋଇଥିବା ସୂଚନା ମିଳିଛି । ଗତକାଲି ହାଇଦ୍ରାବାଦରେ ଏକ ବାଣ ଦୋକନାରେ ନିଆଁ ଲାଗିଲେ ଅନେକ ଲୋକ ଆହତ ହୋଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2024/10/29/CKa8JVoBAG5oDeez5EaU.jpg)