କନକ ବ୍ୟୁରୋ: ବନ୍ଧୁକ ମୁନରେ ଲୁଟିଲେ ୪ ଲକ୍ଷ ଟଙ୍କା। କଳାଗିନୀସ୍ଥିତ ଇନଷ୍ଟାକାର୍ଟ ସର୍ଭିସେସ ପ୍ରାଇଭେଟ ଲିମିଟେଡ୍ ଅଫିସରୁ ଡକାୟତି। ମ୍ୟାନେଜର ଓ କର୍ମଚାରୀକୁ ବନ୍ଧୁକ ଦେଖାଇ ୪ଜଣ ଦୁର୍ବୁତ୍ତ ବାଇକରେ ଆସି ୪ଲକ୍ଷ ଟଙ୍କା କଲେ ଲୁଟ। ଜଣେ ଦୁର୍ବୁତ୍ତ ବାହାରେ ରହି ନଜର ରଖିଥିବା ବେଳେ ଅନ୍ୟ ୩ଜଣ ଯୁବକ ଅଫିସ ଭିତରେ ପଶି ବନ୍ଧୁକ ଦେଖାଇ ଭୟଭୀତ କରି ୪ଲକ୍ଷ ଟଙ୍କା ଲୁଟିନେଇଥିବା ସୂଚନା ମିଳିଛି। ଘଟଣା ସ୍ଥଳରୁ ଲୁଟ କରି ବାଇକରେ ଫେରାର ହୋଇଯାଇଛନ୍ତି ଦୁର୍ବୁତ୍ତ । ସାଲେପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି।
ବନ୍ଧୁକ ମୁନରେ ଲୁଟ । ବାଇକରେ ଆସି ବନ୍ଧୁକ ଦେଖାଇ ଲୁଟିନେଲେ ୪ଲକ୍ଷ
କଳାଗିନୀସ୍ଥିତ ଇନଷ୍ଟାକାର୍ଟ ସର୍ଭିସେସ ପ୍ରାଇଭେଟ ଲିମିଟେଡ୍ ଅଫିସରୁ ଡକାୟତି। ମ୍ୟାନେଜର ଓ କର୍ମଚାରୀକୁ ବନ୍ଧୁକ ଦେଖାଇ ୪ଜଣ ଦୁର୍ବୁତ୍ତ ବାଇକରେ ଆସି ୪ଲକ୍ଷ ଟଙ୍କା କଲେ ଲୁଟ
/kanak/media/media_files/2024/11/04/jwu5WZ9chUTqznThVMiE.jpg)