ଅର୍ଥନୀତି ପାଇଁ ନୋବେଲ ଘୋଷଣା ; ମିଳିତ ଭାବେ ୩ ଜଣ ଅର୍ଥଶାସ୍ତ୍ରୀଙ୍କୁ ମିଳିବ ପୁରସ୍କାର

ଅର୍ଥନୀତି ପାଇଁ ନୋବେଲ ଘୋଷଣା । ମିଳିତ ଭାବେ ୩ ଜଣ ଅର୍ଥଶାସ୍ତ୍ରୀଙ୍କୁ ମିଳିବ ପୁରସ୍କାର । ଡାରନ ଏସିମୋଗଲୁ, ସାଇମନ ଜନସନ ଓ ଜେମ୍ସ ରବିନସନଙ୍କୁ ପାଇବେ ସମ୍ମାନ ।

6bobel

 କନକ ବ୍ୟୁରୋ: ଡେରନ୍ ଆସେମୋଗ୍ଲୁ, ସାଇମନ ଜନସନ ଓ ଜେମ୍ସ ରବିନ୍ସନଙ୍କୁ ଅର୍ଥନୀତିରେ ନୋବେଲ ପୁରସ୍କାର ମିଳିଛି । ଅନୁଷ୍ଠାନ ଗୁଡ଼ିକ କିପରି ଗଠିତ ହୁଏ ଏବଂ ଏହା ଲୋକଙ୍କ ମଙ୍ଗଳକୁ କିପରି ପ୍ରଭାବିତ କରେ ସେ ବିଷୟରେ ଗବେଷଣା ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଛି । ଉତ୍ତମ ସରକାର ଏବଂ ଆଇନର ଶାସନ ଭଳି ଶକ୍ତିଶାଳୀ ଏବଂ ନିରପେକ୍ଷ ଅନୁଷ୍ଠାନ ଲୋକଙ୍କ ଜୀବନ ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ  ଏହା ଏହି ୩ ଅର୍ଥବିତଙ୍କ ଗବେଷଣାରେ ପ୍ରଦିପାଦିତ କରାଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe