କନକ ବ୍ୟୁରୋ: ଡେରନ୍ ଆସେମୋଗ୍ଲୁ, ସାଇମନ ଜନସନ ଓ ଜେମ୍ସ ରବିନ୍ସନଙ୍କୁ ଅର୍ଥନୀତିରେ ନୋବେଲ ପୁରସ୍କାର ମିଳିଛି । ଅନୁଷ୍ଠାନ ଗୁଡ଼ିକ କିପରି ଗଠିତ ହୁଏ ଏବଂ ଏହା ଲୋକଙ୍କ ମଙ୍ଗଳକୁ କିପରି ପ୍ରଭାବିତ କରେ ସେ ବିଷୟରେ ଗବେଷଣା ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଛି । ଉତ୍ତମ ସରକାର ଏବଂ ଆଇନର ଶାସନ ଭଳି ଶକ୍ତିଶାଳୀ ଏବଂ ନିରପେକ୍ଷ ଅନୁଷ୍ଠାନ ଲୋକଙ୍କ ଜୀବନ ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ ଏହା ଏହି ୩ ଅର୍ଥବିତଙ୍କ ଗବେଷଣାରେ ପ୍ରଦିପାଦିତ କରାଯାଇଛି ।
ଅର୍ଥନୀତି ପାଇଁ ନୋବେଲ ଘୋଷଣା ; ମିଳିତ ଭାବେ ୩ ଜଣ ଅର୍ଥଶାସ୍ତ୍ରୀଙ୍କୁ ମିଳିବ ପୁରସ୍କାର
ଅର୍ଥନୀତି ପାଇଁ ନୋବେଲ ଘୋଷଣା । ମିଳିତ ଭାବେ ୩ ଜଣ ଅର୍ଥଶାସ୍ତ୍ରୀଙ୍କୁ ମିଳିବ ପୁରସ୍କାର । ଡାରନ ଏସିମୋଗଲୁ, ସାଇମନ ଜନସନ ଓ ଜେମ୍ସ ରବିନସନଙ୍କୁ ପାଇବେ ସମ୍ମାନ ।
/kanak/media/media_files/idx1vvRvBXd3u717KR4r.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)