ପାକିସ୍ତାନରେ ସେନା ଗାଡିକୁ ଗୁଳିମାଡ଼ : ବଢୁଛି ମୃତ୍ୟୁ ସଂଖ୍ୟା ୩୦ରୁ ଅଧିକ ଆହତ

Advertisment

ପାକିସ୍ତାନରେ ସେନା ଯବାନଙ୍କ ଉପରକୁ ଆତ୍ମଘାତୀ ଆକ୍ରମଣ ଘଟଣାରେ ୪୭ ଜଣଙ୍କ ମୃତ୍ୟୁ। ୩୦ ଜଣ ଯବାନ ଆହତ ହୋଇଛନ୍ତି। ବଲୁଚ ଲିବରେସନ୍ ଆର୍ମୀ ମୁଖପାତ୍ର ଏନେଇ ଦାବି କରିଛନ୍ତି । 

ପାକିସ୍ତାନରେ ସେନା ଯବାନଙ୍କ ଉପରକୁ ଆତ୍ମଘାତୀ ଆକ୍ରମଣ ଘଟଣାରେ ୪୭ ଜଣଙ୍କ ମୃତ୍ୟୁ। ୩୦ ଜଣ ଯବାନ ଆହତ ହୋଇଛନ୍ତି। ବଲୁଚ ଲିବରେସନ୍ ଆର୍ମୀ ମୁଖପାତ୍ର ଏନେଇ ଦାବି କରିଛନ୍ତି । 

PAK 5

PAK 5 Photograph: (PAK 5)

କନକବ୍ୟୁରୋ :  ପାକିସ୍ତାନରେ ସେନା ଯବାନଙ୍କ ଉପରକୁ ଆତ୍ମଘାତୀ ଆକ୍ରମଣ ଘଟଣାରେ ୪୭ ଜଣଙ୍କ ମୃତ୍ୟୁ। ୩୦ ଜଣ ଯବାନ ଆହତ ହୋଇଛନ୍ତି। ବଲୁଚ ଲିବରେସନ୍ ଆର୍ମୀ ମୁଖପାତ୍ର ଏନେଇ ଦାବି କରିଛନ୍ତି ।  ସେ କହିଛନ୍ତି , ସ୍ଥାନୀୟ ଭାରତୀୟ ସମୟ ସଂଧ୍ୟା ୫ଟା ୪୫ରେ ଏହି ଆତ୍ମଘାତୀ ଆକ୍ରମଣ କରାଯାଇଛି । ତୁର୍ବତ ସହରରୁ ୮ କିଲୋମିଟର ଦୂରରେ ଏହି ଆକ୍ରମଣ କରାଯାଇଛି । ଆକ୍ରମଣ ପାଇଁ ବିଏଲଏ ନିଜକୁ ଦାୟୀ କରିଛି । ୨୦୨୧ରେ ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଫେରିବା ପରଠାରୁ ପାକିସ୍ତାନ ତାର ପଶ୍ଚିମ ସୀମାନ୍ତ ଅଞ୍ଚଳରେ ପୁଣି ଥରେ ଆତଙ୍କବାଦୀ ହିଂସା ବୃଦ୍ଧି ପାଇବାରେ ଲାଗିଛି ।
---

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe