ଓଲଟିଲା ଯବାନଙ୍କ ଗାଡି । ଦୁଇ ସହିଦ, ୩ ଗୁରୁତର   ।

Advertisment

ଯବାନଙ୍କ ଗାଡି ଦୁର୍ଘଟଣାରେ  ୨ ଯବାନ  ସହିଦ । ୩ ଯବାନ ଗୁରୁତର ।

ଯବାନଙ୍କ ଗାଡି ଦୁର୍ଘଟଣାରେ  ୨ ଯବାନ  ସହିଦ । ୩ ଯବାନ ଗୁରୁତର ।

 ଓଲଟିଲା ଯବାନଙ୍କ ଗାଡି।

ଓଲଟିଲା ଯବାନଙ୍କ ଗାଡି। Photograph: (kanaknews)

କନକ ବ୍ୟୁରୋ :  ଯବାନଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ । ଜାମ୍ମୁକାଶ୍ମୀରରେ ଯବାନଙ୍କ ଗାଡି ଦୁର୍ଘଟଣାରେ  ୨ ଯବାନଙ୍କ  ସହିଦ ଘଟିଛି । ସୂଚନାମୁତାବକ,  ବାନ୍ଦିପରୋରାରେ  ଗାଡି  ଓଲଟି ପଡିବାରୁ ଏଭଳି ଦୁର୍ଘଟଣା ଘଟିଛି ।  ୨ ଯବାନ ସହିଦ ହୋଇଥିବାବେଳେ  ୩ ଯବାନ  ଗୁରୁତର ଥିବା ସୂଚନା ।  ଯବାନଙ୍କୁ ନେଇ ଯାଉଥିବା  ସେନା ଟ୍ରକଟି ବାନ୍ଦିପରୋରାରେ  ନିୟନ୍ତ୍ରଣ ହରାଇଥିଲା । ପରେ  ଟ୍ରକଟି ପାହାଡରୁ ଖସି ପଡିଥିଲା ।     


 


 
  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe