କନକ ବ୍ୟୁରୋ :  ଯବାନଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ । ଜାମ୍ମୁକାଶ୍ମୀରରେ ଯବାନଙ୍କ ଗାଡି ଦୁର୍ଘଟଣାରେ  ୨ ଯବାନଙ୍କ  ସହିଦ ଘଟିଛି । ସୂଚନାମୁତାବକ,  ବାନ୍ଦିପରୋରାରେ  ଗାଡି  ଓଲଟି ପଡିବାରୁ ଏଭଳି ଦୁର୍ଘଟଣା ଘଟିଛି ।  ୨ ଯବାନ ସହିଦ ହୋଇଥିବାବେଳେ  ୩ ଯବାନ  ଗୁରୁତର ଥିବା ସୂଚନା ।  ଯବାନଙ୍କୁ ନେଇ ଯାଉଥିବା  ସେନା ଟ୍ରକଟି ବାନ୍ଦିପରୋରାରେ  ନିୟନ୍ତ୍ରଣ ହରାଇଥିଲା । ପରେ  ଟ୍ରକଟି ପାହାଡରୁ ଖସି ପଡିଥିଲା ।     

Advertisment