କନକ ବ୍ୟୁରୋ: ବିଜୟା ଦଶମୀ ଅବସରରେ ସେନାର ଶସ୍ତ୍ର ପୂଜା । ରାଜସ୍ଥାନର ଜୈସାଲମେରରେ ଭାରତ-ପାକିସ୍ଥାନ ସୀମାରେ ମୁତୟନ ବିଏସଏଫ ଟିମ୍ ଦୁର୍ଗାପୂଜା ଅବସରରେ ପାରମ୍ପରିକ ଶସ୍ତ୍ର ପୂଜା ପାଳନ କରିଛି । ଏହା ରାମାୟଣ ଓ ମହାଭାରତ କାଳରୁ ଚାଲିଆସୁଥିବା ପୁରୁଣା ରୀତିନୀତିର ଏକ ଅଂଶ ।
ଆର୍ଟିଲାରି ରେଜିମେଣ୍ଟରେ ସୈନିକମାନେ ତାଙ୍କ ଶସ୍ତ୍ର ସମୂହ, ବିସ୍ଫୋରକ ଓ ଅନ୍ୟାନ୍ୟ ସାମଗ୍ରୀକୁ ଦେବୀଶକ୍ତି ରୂପରେ ପୂଜା କରିଥିଲେ । ଶସ୍ତ୍ରଗୁଡ଼ିକୁ ତିଳକ ଲଗାଇ ନଡ଼ିଆ ଭଙ୍ଗା ଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/10/02/sena-2025-10-02-15-08-20.jpg)