ଦେଶ ପାଇଁ ସହିଦ ହେଲା ସେନାର କୁକୁର : ଘାଟିରେ ଆତଙ୍କବାଦୀଙ୍କୁ ମୁକାବିଲା କରୁଥିଲା 'ଫ୍ୟାଣ୍ଟମ୍'

Advertisment

ଦେଶ ପାଇଁ ସହିଦ ହେଲା ସେନାର କୁକୁର ଫ୍ୟାଣ୍ଟମ୍ । ଗତକାଲି ଆତଙ୍କୀଙ୍କ ସହ ଲଢେଇ ବେଳେ ଦେଶ ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଇଛି ସେନାର କୁକୁର ଫ୍ୟାଣ୍ଟମ୍ । ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟର ସମୟରେ ସେନାର କୁକୁର ଫ୍ୟାଣ୍ଟମକୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଥିଲେ । ଆହତ ଅବସ୍ଥାରେ ତାର ଚିକିତ୍ସା କରାଯାଇଥିଲେ ମଧ୍ୟ ତାଙ୍କୁ ବଞ୍ଚାଯାଇ ପାରିନଥିଲା

pantam

କନକବ୍ୟୁରୋ: ଦେଶ ପାଇଁ ସହିଦ ହେଲା ସେନାର କୁକୁର ଫ୍ୟାଣ୍ଟମ୍  । ଗତକାଲି ଆତଙ୍କୀଙ୍କ ସହ ଲଢେଇ ବେଳେ ଦେଶ ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଇଛି ସେନାର କୁକୁର ଫ୍ୟାଣ୍ଟମ୍ । ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟର ସମୟରେ ସେନାର କୁକୁର ଫ୍ୟାଣ୍ଟମକୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଥିଲେ ।

ଆହତ ଅବସ୍ଥାରେ ତାର ଚିକିତ୍ସା କରାଯାଇଥିଲେ ମଧ୍ୟ ତାଙ୍କୁ ବଞ୍ଚାଯାଇ ପାରିନଥିଲା । ଏହିଭଳି ଭାବେ ସେନାର ସାହସୀ ସାଥୀ ଫ୍ୟାଣ୍ଟମ ସହିଦ ହୋଇଥିଲା । ସୁନ୍ଦରବନୀ ସେକ୍ଟରରେ ସେନାର ଅପରେସନରେ ସେନାର କୁକୁର ଫ୍ୟାଣ୍ଟମ ମଧ୍ୟ ସାମିଲ ଥିଲା । 

ଏନକାଉଣ୍ଟର ସମୟରେ ଫ୍ୟାଣ୍ଟମକୁ ଆତଙ୍କବାଦୀମାନେ ଗୁଳି କରିଥିଲେ । ଏଥିରେ ଫ୍ୟାଣ୍ଟମ୍ ଗୁରୁତର ଆହତ ହୋଇଥିଲା, ତାହାର ଚିକିତ୍ସା କରାଯାଇଥିଲେ ବି ତାକୁ ବଞ୍ଚାଯାଇ ପାରିନଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe