ମେଜରଙ୍କ ସପକ୍ଷରେ ବାହାରିଲା ସେନା: ହାଇକୋର୍ଟ ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଲେ ବରିଷ୍ଠ ସେନାଧିକାରୀ ଲେଫ୍ଟନାଣ୍ଟ ଜେନେରାଲ ପି.ଏସ୍. ଶେଖାୱତ୍

Advertisment

ମେଜରଙ୍କ ସପକ୍ଷରେ ବାହାରିଲା ସେନା । ଭରତପୁର ଥାନାରେ ସେନାଧିକାରୀ ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀ ତଥା ଅବସରପ୍ରାପ୍ତ ସେନାଧିକାରୀଙ୍କ ଝିଅକୁ ମାଡ଼ ଘଟଣାକୁ ନେଇ ଚିଠି

ମେଜରଙ୍କ ସପକ୍ଷରେ ବାହାରିଲା ସେନା । ଭରତପୁର ଥାନାରେ ସେନାଧିକାରୀ ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀ ତଥା ଅବସରପ୍ରାପ୍ତ ସେନାଧିକାରୀଙ୍କ ଝିଅକୁ ମାଡ଼ ଘଟଣାକୁ ନେଇ ଚିଠି

391

କନକବ୍ୟୁରୋ: ମେଜରଙ୍କ ସପକ୍ଷରେ ବାହାରିଲା ସେନା। ଭରତପୁର ଥାନାରେ ସେନାଧିକାରୀ ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀ ତଥା ଅବସରପ୍ରାପ୍ତ ସେନାଧିକାରୀଙ୍କ ଝିଅକୁ ମାଡ଼ ଘଟଣାକୁ ନେଇ ଚିଠି । ହାଇକୋର୍ଟ ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଛନ୍ତି ବରିଷ୍ଠ ସେନାଧିକାରୀ ଲେଫ୍ଟନାଣ୍ଟ ଜେନେରାଲ ପି.ଏସ୍. ଶେଖାୱତ୍। ହାଇକୋର୍ଟ ନିଜ ଆଡୁ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି ପି.ଏସ୍. ଶେଖାୱତ୍ । 

ଏନେଇ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି । ଥାନାରେ ସେନା ଅଧିକାରୀଙ୍କ ସମ୍ମାନହାନି ହୋଇଛି । ଏଥିସହ ତାଙ୍କ ବାନ୍ଧବୀ ଜଣେ ଅବସରପ୍ରାପ୍ତ ସେନାଧିକାରୀଙ୍କ ଝିଅ ହୋଇଥିଲେ ବି ତାଙ୍କୁ ଦୁର୍ବ୍ୟବହାର କରଯାଇଛି । ଯାହାକୁ ଗୁରୁତର ସହ ନେଇ ହାଇକୋର୍ଟ ହସ୍ତକ୍ଷେପ କରିବାକୁ ଚିଠି ଲେଖିଛନ୍ତି ଲେଫ୍ଟନାଣ୍ଟ ଜେନେରାଲ ପି.ଏସ୍. ଶେଖାୱତ୍ । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe