ଜେଲ୍ ଗଲେ ଲାଞ୍ଚୁଆ ଏଆରଆଇ ସୁରେନ୍ଦ୍ର ତନ୍ତୀ: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ କରିଥିଲା ଭିଜିଲାନ୍ସ

Advertisment

ଜେଲ୍ ଗଲେ ଲାଞ୍ଚୁଆ ଏଆରଆଇ ସୁରେନ୍ଦ୍ର ତନ୍ତୀ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲି ଭିଜିଲାନ୍ସ ତାଙ୍କ ଘର ଓ କାର୍ୟ୍ୟାଳରେ ଚଢ଼ାଉ କରିଥିଲା। ବିଶେଷକରି ବୋରିଗୁମ୍ମାର ୬ଟି ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ ।

ଜେଲ୍ ଗଲେ ଲାଞ୍ଚୁଆ ଏଆରଆଇ ସୁରେନ୍ଦ୍ର ତନ୍ତୀ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲି ଭିଜିଲାନ୍ସ ତାଙ୍କ ଘର ଓ କାର୍ୟ୍ୟାଳରେ ଚଢ଼ାଉ କରିଥିଲା। ବିଶେଷକରି ବୋରିଗୁମ୍ମାର ୬ଟି ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ ।

dwdq

କନକ ବ୍ୟୁରୋ: ଜେଲ୍ ଗଲେ ଲାଞ୍ଚୁଆ ଏଆରଆଇ ସୁରେନ୍ଦ୍ର ତନ୍ତୀ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲି ଭିଜିଲାନ୍ସ ତାଙ୍କ ଘର ଓ କାର୍ୟ୍ୟାଳରେ ଚଢ଼ାଉ କରିଥିଲା। ବିଶେଷକରି ବୋରିଗୁମ୍ମାର ୬ଟି ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ରେଡ଼ ବେଳେ ୧୫୨ ଗ୍ରାମର ସୁନା ଅଳଙ୍କାର, ୧ଲକ୍ଷ ୫୫ ହଜାର ଟଙ୍କା, ୩ଟି ଚାରିଚକିଆ ଗାଡ଼ି, ବୋରିଗୁମ୍ମାରେ ୩ଟି କୋଠା ସହ ୧୭ଟି ପ୍ଲଟ, ବ୍ୟାଙ୍କ ଓ ବୀମାରେ ୮୪ ଲକ୍ଷ ୮୨୭ ଟଙ୍କା ଜମା ଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଭିଜିଲାନ୍ସ ଚଢ଼ାଉରେ ୩ ଡିଏସପି, ୭ ଇନ୍ସପେକ୍ଟର, ୫ ଏଏସଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ମାନେ ସାମିଲ ହୋଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe