ଓଜନ ବୃଦ୍ଧିକୁ ନେଇ ଚିନ୍ତିତ କି ? ତେବେ ଡାଏଟ ରେ ସାମିଲ କରନ୍ତୁ ଏହି ସ୍ବାସ୍ଥ୍ୟକର ପାନୀୟ

Advertisment

ଆଜିକାଲି ଲୋକମାନେ ଫିଟନେସ୍ ପ୍ରତି ଏକ ସଚେତନ ହେଲେଣି । ସେମାନେ ଓଜନ  କମାଇବାକୁ ଚାହାଁନ୍ତି ଏବଂ ଏଥିପାଇଁ ଭିନ୍ନ-ଭିନ୍ନ ଖାଦ୍ୟପେୟ ସହ ସ୍ବାସ୍ଥ୍ୟକର ପାନୀୟକୁ ନିଜ ଜୀବନଶୈଳୀରେ ଆପଣାଇଛନ୍ତି  ।

Updated On

ଆଜିକାଲି ଲୋକମାନେ ଫିଟନେସ୍ ପ୍ରତି ଏକ ସଚେତନ ହେଲେଣି । ସେମାନେ ଓଜନ  କମାଇବାକୁ ଚାହାଁନ୍ତି ଏବଂ ଏଥିପାଇଁ ଭିନ୍ନ-ଭିନ୍ନ ଖାଦ୍ୟପେୟ ସହ ସ୍ବାସ୍ଥ୍ୟକର ପାନୀୟକୁ ନିଜ ଜୀବନଶୈଳୀରେ ଆପଣାଇଛନ୍ତି  ।

ଅଦ୍ୟତନ ହୋଇଛି
ojana

Photograph: (KanakNews )

କନକବ୍ୟୁରୋ : ଆଜିକାଲି ବ୍ୟସ୍ତବହୁଳ ଜୀବନ ସେହି ଜୀବନରେ ଆମେ ନିଜର ଖାଦ୍ୟପେୟ ଉପରେ ସାଧାରଣତ ଧ୍ୟ୍ୟାନ  ଦେଇନଥାଉ , କିନ୍ତୁ ଏହା ଉପରେ ଧ୍ୟ୍ୟାନ  ନଦେବା ଆମପାଇଁ ଘାତକ ସାଜିପାରେ ।  କାରଣ ଉତ୍ତମ ଜୀବନଶୈଳୀ ଆମକୁ ସୁସ୍ଥତା ରଖିବା ସହ ଆମ ଶରୀରକୁ ସୁସ୍ଥ ରଖିଥାଏ ।  କିନ୍ତୁ ଆପଣ ମାନେ ଜାଣନ୍ତି କି   ଆମର ଉତ୍ତମ ଜୀବନଶୈଳୀ ପାଇଁ ଆମକୁ ସୁସ୍ଥ ଖାଇବା ସହ ସୁସ୍ଥ ପାନୀୟ ଆମକୁ ସୁସ୍ଥ ରଖିଥାଏ । 

ସୂଚନା ଅନୁଯାୟୀ ଆଜିକାଲି ଲୋକମାନେ ଫିଟନେସ୍ ପ୍ରତି ଏକ ସଚେତନ ହେଲେଣି  ।  ସେମାନେ ଓଜନ  କମାଇବାକୁ ଚାହାଁନ୍ତି ଏବଂ ଏଥିପାଇଁ ଭିନ୍ନ-ଭିନ୍ନ ଖାଦ୍ୟପେୟ ସହ ସ୍ବାସ୍ଥ୍ୟକର ପାନୀୟକୁ ନିଜ ଜୀବନଶୈଳୀରେ ଆପଣାଇଛନ୍ତି  ।   ଯେଉଁଥିରେ କିଛି ଲୋକ ଜିମରେ ଘଣ୍ଟା-ଘଣ୍ଟା ଉତ୍ତମ ବ୍ୟାୟମ କରିବା ସହ ସୁସ୍ଥକର ଡାଏଟ ଖାଦ୍ୟ ନିଜ  ଖାଦ୍ୟପେୟରେ ସାମିଲ କରୁଛନ୍ତି ।  ତଥାପି, ବି ଆପଣ ଜାଣନ୍ତି କି ଏମିତି କିଛି ସ୍ବାସ୍ଥ୍ୟ କର ପାନୀୟ ଅଛି ଯାହା ଆମକୁ ସୁସ୍ଥ ରଖେ   ଓ ଆମକୁ ଓଜନ କମାଇବାରେ ସାହାଯ୍ୟ ମିଳେ । ଏହାର ମଧ୍ୟରେ କିଛି ପାନୀୟ ସବୁ ବେଳେ ଘରେ ରଖା ହୋଇ ଥିବା ସାମଗ୍ରୀ ରୁ ପ୍ରସ୍ତୁତ ହୁଏ ।

ଚାଲନ୍ତୁ , ଆଜି ଆମେ ଜାଣିବା ସେଇ ସ୍ବାସ୍ଥ୍ୟକର ପାନୀୟ ବିଷୟରେ ।

ପ୍ରଥମେ ଜାଣନ୍ତୁ ଘରେ ଥିବା ଜିନିଷରେ ଆପଣ କେମିତି ନିଜର ଓଜନ କମାଇପାରିବେ 
 .ଲେମ୍ବୁ ପାଣିରେ ଆପଣ ଯଦି ମହୁ ମିଶାଇ ପିଇବେ ତେବେ ଏହା ଆପଣଙ୍କ ଶରୀରର  ଓଜନ କମ ହେବ , ଏହାଦ୍ବାରା ମେଟାବୋଲିଜିମ ର ପରିମାଣ କମ ହୋଇଥାଏ 

ଏଥିସହ ଘରେ ଥିବା ପାନମଧୁରୀ ମଧ୍ୟ ଆପଣ ଓଜନ କମ କରିବା ପାଇଁ ବ୍ୟବହାର କରିପାରିବେ , ଏହା ଭୋକ କମ କରେ ,ଓ ପାଟନ ଶକ୍ତିକୁ ବୃଦ୍ଧି ରଖିଥାଏ ,

ଓଜନ କମ କରିବା ପାଇଁ ଉଷୁମ ପାଣିରେ ପାନ ମଧୁରୀ ପକାଇ ୧୦ ମିନିଟ ପର୍ଯ୍ୟନ୍ତ ଭିଜାଇ ରଖନ୍ତୁ ପରେ ସେହି ପାଣି କୁ ଛାଣି ଆପଣ ପିଇପାରିବେ ଏହାଦ୍ବାରା ଓଜନ କମ ହୋଇଯିବ 

ଏଥିସହ ଆପଣ ଡାଲଚିନି ପାଣି ବି ପିଇପାରିବେ ଡାଲଚିନି କୁ ଆପଣ ରାତିରେ ଭିଜାଇ ରଖିପାରିବେ ସେହି ପାଣିକୁ ଆପଣ ସକାଳେ ପିଇବା ଦ୍ବାରା ଆପଣଙ୍କ ଓଜନ କମିପାରିବ 

ଏଥିସହ ଆପଣ ଜିରା ପାଣି ବି ପିଇପାରିବେ ଏହି ପାଣି ପିଇବା ସ୍ବାସ୍ଥ୍ୟ ପାଇଁ ହିତକର ହେବା ସହ ପାଚନ ଶକ୍ତି କୁ ବୃଦ୍ଧି କରିଥାଏ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe