କନକବ୍ୟୁରୋ : ରାଜଧାନୀରେ ଅସାମାଜିକ ଯୁବକଙ୍କ ଉନ୍ମତ୍ତ କାଣ୍ଡ। ଅଟୋ ଭିତରେ ଯୁବତୀଙ୍କୁ ଅସଦାଚରଣ । ପ୍ରତିବାଦ କରିବାରୁ ଯୁବତୀଙ୍କୁ ମଝି ରାସ୍ତାରେ ଆକ୍ରମଣ କରିଛନ୍ତି ଅଭିଯୁକ୍ତ । ଗ୍ୟାରେଜ ଛକ ନିକଟରେ ଏପରି ଘଟିଛି ଘଟଣା । ଏପରିକି ଯୁବତୀଙ୍କୁ ତଳେ ପକେଇ ଗୋଇଠା ବିଧା ମାରିଛନ୍ତି ଯୁବକ। ଅଭିଯୁକ୍ତ ଯୁବକ ଜଣକ ଯୁବତୀଙ୍କୁ ଆକ୍ରମଣ କରୁଥିବା ବେଳେ ସାହାଯ୍ୟ କରିବାକୁ ଲୋକେ ।