ପୁଣି ପନ୍ନୁର ଧମକପୂର୍ଣ୍ଣ ମେଲ୍‌ । ବରିଷ୍ଠ ସାମ୍ବାଦିକଙ୍କୁ ଆସିଲା ମେଲ୍‌  ।

Advertisment

ପୁଣି ପନ୍ନୁର ଧମକପୂର୍ଣ୍ଣ ମେଲ୍‌। ଭିଡିଓ ମାଧ୍ୟମରେ  ଧମକ ଦେଇଛି ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁ

ପୁଣି ପନ୍ନୁର ଧମକପୂର୍ଣ୍ଣ ମେଲ୍‌। ଭିଡିଓ ମାଧ୍ୟମରେ  ଧମକ ଦେଇଛି ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁ

PANNU EE

Photograph: (kanaknews)

କନକ ବ୍ୟୁରୋ: ପୁଣି ପନ୍ନୁର ଧମକପୂର୍ଣ୍ଣ ମେଲ୍‌ । ଭିଡିଓ ମାଧ୍ୟମରେ  ଧମକ ଦେଇଛି ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁ । ବିମାନ ବନ୍ଦରରୁ  ଜନତା ମଇଦାନ  ଯାଏଁ ସତର୍କ ରହିବାକୁ  ଧମକ। ତେବେ ଡିଜି ସମ୍ମିଳନୀ ପୂର୍ବରୁ ମଧ୍ୟ  ଆସିଥିଲା ଏପରି ଧମକପୂର୍ଣ୍ଣ ମେଲ୍‌  ।

 ବର୍ତ୍ତମାନ ଆସିଥିବା ମେଲ୍‌ ରେ  ପ୍ରବାସୀ  ଭାରତୀୟ ଦିବସ ବ୍ୟାଘାତ ପାଇଁ ଧମକ ଦେଇଛି ପନ୍ନୁ । ପୁଣି ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କୁ ଏହି ଆସିଛି ଧମକପୂର୍ଣ୍ଣ ମେଲ  । ଭିଡିଓ ମାଧ୍ୟମରେ  ଧମକ  ଦେଇଛି ଖଲିସ୍ତାନୀ  ଆତଙ୍କବାଦୀ  । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe