କନକ ବ୍ୟୁରୋ: ପୁଣି ପନ୍ନୁର ଧମକପୂର୍ଣ୍ଣ ମେଲ୍ । ଭିଡିଓ ମାଧ୍ୟମରେ ଧମକ ଦେଇଛି ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁ । ବିମାନ ବନ୍ଦରରୁ ଜନତା ମଇଦାନ ଯାଏଁ ସତର୍କ ରହିବାକୁ ଧମକ। ତେବେ ଡିଜି ସମ୍ମିଳନୀ ପୂର୍ବରୁ ମଧ୍ୟ ଆସିଥିଲା ଏପରି ଧମକପୂର୍ଣ୍ଣ ମେଲ୍ ।
ବର୍ତ୍ତମାନ ଆସିଥିବା ମେଲ୍ ରେ ପ୍ରବାସୀ ଭାରତୀୟ ଦିବସ ବ୍ୟାଘାତ ପାଇଁ ଧମକ ଦେଇଛି ପନ୍ନୁ । ପୁଣି ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କୁ ଏହି ଆସିଛି ଧମକପୂର୍ଣ୍ଣ ମେଲ । ଭିଡିଓ ମାଧ୍ୟମରେ ଧମକ ଦେଇଛି ଖଲିସ୍ତାନୀ ଆତଙ୍କବାଦୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/01/03/26A7koKrnbLXZ4dZ5Tey.jpg)