କନକ ବ୍ୟୁରୋ : ରାଉରକେଲାରେ ପୁଣି ଲଜ୍ୟା । ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଦୁଷ୍କର୍ମ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ମାନଙ୍କ ମଧ୍ୟରୁ ଦୁଇ ଜଣ ବିଶ୍ରା ଅଞ୍ଚଳର ହୋଇଥିବା ବେଳେ ଜଣେ ରାଉରକେଲା ସହରର ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ନାବାଳିକ ଜଣଙ୍କ ଘରେ ଝଗଡ଼ା କରି କେଉଁଆଡ଼େ ପଳାଇଥିଲେ । ଏହାପରେ ତାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି ।
ରାଉରକେଲାରେ ଲଜ୍ଜା; ଘରୁ ଝଗଡ଼ା କରି ପଳାଇଥିଲେ ନାବାଳିକା, ଅପହରଣ କରି ଗଣ ଦୁଷ୍କର୍ମ ଅଭିଯୋଗ
Advertisment
Follow Us