କନକ ବ୍ୟୁରୋ : ରାଉରକେଲାରେ ପୁଣି ଲଜ୍ୟା । ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଦୁଷ୍କର୍ମ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ମାନଙ୍କ ମଧ୍ୟରୁ ଦୁଇ ଜଣ ବିଶ୍ରା ଅଞ୍ଚଳର ହୋଇଥିବା ବେଳେ ଜଣେ ରାଉରକେଲା ସହରର ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ନାବାଳିକ ଜଣଙ୍କ ଘରେ ଝଗଡ଼ା କରି କେଉଁଆଡ଼େ ପଳାଇଥିଲେ । ଏହାପରେ ତାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି ।
ରାଉରକେଲାରେ ଲଜ୍ଜା; ଘରୁ ଝଗଡ଼ା କରି ପଳାଇଥିଲେ ନାବାଳିକା, ଅପହରଣ କରି ଗଣ ଦୁଷ୍କର୍ମ ଅଭିଯୋଗ
ଦୁଷ୍କର୍ମ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ମାନଙ୍କ ମଧ୍ୟରୁ ଦୁଇ ଜଣ ବିଶ୍ରା ଅଞ୍ଚଳର ହୋଇଥିବା ବେଳେ ଜଣେ ରାଉରକେଲା ସହରର ହୋଇଥିବା ଜଣାପଡ଼ିଛି ।
/kanak/media/media_files/2024/12/20/XnJTIy1dNh5OMpiPHWqz.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)