କନକ ବ୍ୟୁରୋ: ପୁଣି ବିଦେଶରେ ଭାରତୀୟଙ୍କୁ ହତ୍ୟା । କାଲିଫଣ୍ଣିଆରେ ୨୬ବର୍ଷ ବୟସର ହରିୟାଣା ଯୁବକଙ୍କୁ ଗୁଳିମାଡ଼ କରି ହତ୍ୟା । ମୃତକଙ୍କ ନାଁ କପିଲ ଓ ସେ ଡଙ୍କି ରୁଟ ଦେଇ କାଲିଫଣ୍ଣି୍ଆ ଯାଇଥିଲେ । ସେଠାରେ ସୁରକ୍ଷାକର୍ମୀଭାବେ କାମ କରୁଥିଲେ ।
ତେବେ ଘଟଣା ଦିନ କାର୍ଯ୍ୟାଳୟ ନୀକଟରେ ଜଣେ ବ୍ୟକ୍ତି ପରିଶ୍ରା କରୁଥିବା ସମୟରେ ତାଙ୍କୁ ରୋକିଥିଲେ କପିଲ । ଯେଉଁଥିରେ ଉତ୍ୟକ୍ତ ହୋଇ ବ୍ୟକ୍ତିଜଣକ ଗୁଳିମାଡ କରି ହତ୍ୟା କରିବା ସହ ଘଟଣାସ୍ଥଳରୁ ଫେରାର ହୋଇଥିବା ସୂଚନା ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/09/08/us-2025-09-08-21-23-03.jpg)