କନକ ବ୍ୟୁରୋ : ସମ୍ବଲପୁରରେ ପୁଣି ହାତୀ ମୃତ୍ୟୁ। ସମ୍ବଲପୁର ଯୁଯୁମୁରା ରେଞ୍ଜ ଯାଦୁ ଲୋଇସିଂହରେ ହାତୀ ମୃତ୍ୟୁ ଖବର ସାମନାକୁ ଆସିଛି। ଗାଁ ପାଖ ବିଲରେ ହାତୀର ମୃତ ଦେହ ପଡିଥିବା ଦେଖିବାକୁ ମିଳିଛି । ହାତୀଟିର ଆନୁମାନିକ ବୟସ ୨୦ ବର୍ଷ ହୋଇଥିବା ବେଳେ ଏହା ଏକ ଦନ୍ତା ହାତୀ ବୋଲି ଜଣାପଡିଛି। ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଘଟଣାଟିର ତଦନ୍ତ ଆରମ୍ଭ କରିଛି।
ସମ୍ବଲପୁରରେ ପୁଣି ହାତୀ ମୃତ୍ୟୁ । ଯୁଯୁମୁରା ରେଞ୍ଚ ଯାଦୁ ଲୋଇସିଂହା ନିକଟ ବିଲରେ ପଡିଛି ହାତୀୟ ମୃତଦେହ
ହାତୀଟିର ଆନୁମାନିକ ବୟସ ୨୦ ବର୍ଷ ହୋଇଥିବା ବେଳେ ଏହା ଏକ ଦନ୍ତା ହାତୀ ବୋଲି ଜଣାପଡିଛି। ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଘଟଣାଟିର ତଦନ୍ତ ଆରମ୍ଭ କରିଛି।
/kanak/media/media_files/2025/01/29/jVp766GLfBEb0lzOw1VA.jpg)