ସେପ୍ଟେମ୍ବର ୨୨ରେ ସୃଷ୍ଟି ହୋଇପାରେ ଆଉ ଏକ ଲଘୁଚାପ । ପ୍ରଭାବରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ଆଶଂକା

Advertisment

୨୪ରୁ ବର୍ଷାର ପରିମାଣ ବଢ଼ିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଉତ୍ତର ଓଡ଼ିଶାରେ ଏବେ ବନ୍ୟା ପାଣି କମି ନଥିବା ବେଳେ ବାଲେଶ୍ବରର ଅନେକ ଅଞ୍ଚଳ ପାଣି ଘେରରେ ରହିଛି । ପୁଣି ଏକ ଲଘୁଚାପ ଥିବାରୁ ଆଲର୍ଟ ମୋଡରେ ରହିଛି ଜିଲ୍ଲା ପ୍ରଶାସନ।  

୨୪ରୁ ବର୍ଷାର ପରିମାଣ ବଢ଼ିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଉତ୍ତର ଓଡ଼ିଶାରେ ଏବେ ବନ୍ୟା ପାଣି କମି ନଥିବା ବେଳେ ବାଲେଶ୍ବରର ଅନେକ ଅଞ୍ଚଳ ପାଣି ଘେରରେ ରହିଛି । ପୁଣି ଏକ ଲଘୁଚାପ ଥିବାରୁ ଆଲର୍ଟ ମୋଡରେ ରହିଛି ଜିଲ୍ଲା ପ୍ରଶାସନ।  

jò~K

କନକ ବ୍ୟୁରୋ :  ଆସୁଛି ଆଉ ଏକ ଲଘୁଚାପ। ଆସନ୍ତା ୨୨ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗର ତଥା ଏହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହେବା ସହ ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପ କିମ୍ବା ଅବପାତରେ ପରିଣତ ହୋଇପାରେ। ଏହାର ପ୍ରଭାବରେ ଉତ୍ତର ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା ରହିଛି । ୨୪ରୁ ବର୍ଷାର ପରିମାଣ ବଢ଼ିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଉତ୍ତର ଓଡ଼ିଶାରେ ଏବେ ବନ୍ୟା ପାଣି କମି ନଥିବା ବେଳେ ବାଲେଶ୍ବରର ଅନେକ ଅଞ୍ଚଳ ପାଣି ଘେରରେ ରହିଛି । ପୁଣି ଏକ ଲଘୁଚାପ ଥିବାରୁ ଆଲର୍ଟ ମୋଡରେ ରହିଛି ଜିଲ୍ଲା ପ୍ରଶାସନ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe