ପୁଣି ନିଶା ନିବାରଣ କେନ୍ଦ୍ର ବିରୋଧରେ ଅଭିଯୋଗ, ଯୁବକଙ୍କୁ ପିଟି ପିଟି ହତ୍ୟା !

Advertisment

ଭୁବନେଶ୍ବର ଉପକଣ୍ଠ ଉତ୍ତରାର ଏକ କେନ୍ଦ୍ରରେ ଯୁବକଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ : ପିପିଲି ଥାନାରେ ପରିବାର ଲୋକଙ୍କ ଏତଲା ..

ଭୁବନେଶ୍ବର ଉପକଣ୍ଠ ଉତ୍ତରାର ଏକ କେନ୍ଦ୍ରରେ ଯୁବକଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ : ପିପିଲି ଥାନାରେ ପରିବାର ଲୋକଙ୍କ ଏତଲା ..

ପିଟି ପିଟି ମାରିଦେଲେ !

ପିଟି ପିଟି ମାରିଦେଲେ ! Photograph: (kanakNews)

କନକ ବ୍ୟୁରୋ : ପୁଣି ନିଶା ନିବାରଣ କେନ୍ଦ୍ର ବିରୋଧରେ ଅଭିଯୋଗ । ଭୁବନେଶ୍ବର ଉପକଣ୍ଠ ଉତ୍ତରା ନିକଟରେ ଥିବା ଏକ ଘରୋଇ ନିଶା ନିବାରଣ କେନ୍ଦ୍ରରେ ଜଣେ ଯୁବକଙ୍କୁ ପିଟି ପିଟି ମାରି ଦିଆ ଯାଇଥିବା ଅଭିଯୋଗ । ମୃତ ଯୁବକ ହେଲେ ୨୫ ବର୍ଷୀୟ ଶୁଭାଶିଷ ନାୟକ ।

ଶୁଭାଶିଷଙ୍କ ବାପା ନବକୃଷ୍ଣ ନାୟକ ଏନେଇ ପିପିଲି ଥାନାରେ ଅଭିଯୋଗ କରିଛନ୍ତି। ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଶବ ବ୍ୟବଚ୍ଛେଦ ପାଇଁ ରଖାଯାଇଛି । ଘଟଣା ସାମ୍ନାକୁ ଆସିବା ପରେ ପିପିଲି ପୋଲିସ ତଦନ୍ତ ଆରମ୍ଭ କରିଛି । ମୃତ ଯୁବକଙ୍କ ଘର ଭୁବନେଶ୍ୱରରେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe