ଭୁବନେଶ୍ୱରରେ ପୁଣି ଆମ ବସ୍ ଦୁର୍ଘଟଣା; ପଳାସପଲ୍ଲୀ ଓଭରବ୍ରିଜ ତଳେ ଜଣଙ୍କ ଉପରେ ମାଡ଼ିଗଲା ବସ୍

Advertisment

ପଲାସପଲ୍ଲୀ ଅଞ୍ଚଳରେ ଜଣକ ଉପରେ ମାଡ଼ିଗଲା ଆମ ବସ । ଦୁର୍ଘଟଣାରେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି ।

ପଲାସପଲ୍ଲୀ ଅଞ୍ଚଳରେ ଜଣକ ଉପରେ ମାଡ଼ିଗଲା ଆମ ବସ । ଦୁର୍ଘଟଣାରେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି ।

Ama bus accident

Ama bus accident Photograph: (KanakNews)

କନକ ବ୍ୟୁରୋ : ରାଜଧାନୀରେ ପୁଣି ଆମ ବସ ଆତଙ୍କ । ପଲାସପଲ୍ଲୀ ଅଞ୍ଚଳରେ ଜଣକ ଉପରେ ମାଡ଼ିଗଲା ଆମ ବସ । ଦୁର୍ଘଟଣାରେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ତୁରନ୍ତ ତାଙ୍କୁ ଉଦ୍ଧାର କରି ମେଡିକାଲକୁ ପଠାଯାଇଛି । ଦୁର୍ଘଟଣା ପରେ ଉତ୍ୟକ୍ତ ଲୋକ ବସ ଭଙ୍ଗାରୁଜା କରିଛନ୍ତି ।

ଅଧିକ ପଢ଼ନ୍ତୁ : ଶାସନର ହେବ ନବକଳେବର, ମୋହନଙ୍କ ଟିମ୍‌ରେ ସ୍ଥାନ ପାଇବେ ନୂଆ ମୁହଁ !

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe