କନକବ୍ୟୁରୋ :  ସମ୍ବଲପୁର ଜେଲରେ ଆଉ ଜଣେ AIDS ରୋଗୀ ଚିହ୍ନଟ। ୨୫ ବର୍ଷୀୟ ଜଣେ ଯୁବକ ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ।  କିଛି ମାସ ପୂର୍ବରୁ ଗିରଫ ହୋଇ ଜେଲକୁ ଯାଇଥିଲା ସମ୍ପୃକ୍ତ ଯୁବକ । ୩ମାସ ମଧ୍ୟରେ ୪ଜଣ ଚିହ୍ନଟ ହୋଇଛନ୍ତି । ଏବେ ୫ରୁ ୬ଜଣ AIDS ରୋଗୀ ଜେଲରେ ଥିବା ସୂଚନା ।  ଏମାନଙ୍କ ପାଇଁ ସ୍ୱତନ୍ତ୍ର ୱାର୍ଡ କରାଯାଇଛି ବୋଲି କହିଛନ୍ତି ସମ୍ବଲପୁର ଜେଲର ।

Advertisment