ଆଉ ଏକ ଘଣ୍ଟା ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ; ଘଣ୍ଟା ପ୍ରତି ୧୦ କିମି ବେଗରେ ଗତି କରୁଛି ଦାନା

Advertisment

ଆଉ ୧ ଘଣ୍ଟା ଧରି ଚାଲିବ ବାତ୍ୟା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ଘଣ୍ଟା ପ୍ରତି ୧୦ କିମି ବେଗରେ ଗତି କରୁଛି ଦାନା । ସ୍ଥଳଭାଗ ଅତିକ୍ରମ କରୁଛି ବାତ୍ୟାର ଶେଷ ଭାଗ । ଉତ୍ତର-ପଶ୍ଚିମ ଦିଗକୁ ଗତି କରିବା ପରେ ହେବ ଦୁର୍ବଳ ।

ଆଉ ୧ ଘଣ୍ଟା ଧରି ଚାଲିବ ବାତ୍ୟା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ଘଣ୍ଟା ପ୍ରତି ୧୦ କିମି ବେଗରେ ଗତି କରୁଛି ଦାନା । ସ୍ଥଳଭାଗ ଅତିକ୍ରମ କରୁଛି ବାତ୍ୟାର ଶେଷ ଭାଗ । ଉତ୍ତର-ପଶ୍ଚିମ ଦିଗକୁ ଗତି କରିବା ପରେ ହେବ ଦୁର୍ବଳ ।

23lf

କନକ ବ୍ୟୁରୋ: ଆଉ ୧ ଘଣ୍ଟା ଧରି ଚାଲିବ ବାତ୍ୟା ଲ୍ୟାଣ୍ଡଫଲ ପ୍ରକ୍ରିୟା। ଘଣ୍ଟାପ୍ରତି ୧୦ କିଲୋମିଟର ବେଗରେ ଗତି କରୁଛି ବାତ୍ୟା । ସ୍ଥଳଭାଗ ଅତିକ୍ରମ କରୁଛି ବାତ୍ୟାର ଶେଷଭାଗ । ଉତ୍ତରପଶ୍ଚିମ ଦିଗକୁ ଗତି କରିବା  ପରେ ହେବ ଦୁର୍ବଳ । ପୂର୍ବାହ୍ନ ବେଳକୁ ଭୀଷଣ ବାତ୍ୟାରୁ ବାତ୍ୟାରେ ହେବ ପରିଣତ ।

ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକର ଡଗରା ବେଳାଭୂମିରେ ଦେଖିବାକୁ ମିଳିଛି ଭୟଙ୍କର ବାଲିଝଡ଼ର ଦୃଶ୍ୟ। ସେପଟେ ସମୁଦ୍ରରେ ମଧ୍ୟ ଦେଖିବାକୁ ମିଳିଛି ଉଚ୍ଚ ଜୁଆର। ବାରମ୍ବାର ବର୍ଷା ସହ ଅଧିକ ବେଗରେ ପବନ ହେଉଥିବା ମଧ୍ୟ ଦେଖିବାକୁ ମିଳିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe