Photograph: (kanaknews)
କନକବ୍ୟୁରୋ : ଅନୁଗୁଳରେ ଚାଞ୍ଚଲ୍ୟ । ବାଡ଼ିରେ ପିଟି ପିଟି ମା’କୁ ମାରିଦେଲା ପୁଅ । ଅନୁଗୁଳ ଜିଲ୍ଲା ଜରପଡା ଥାନା ପରା ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତ ମହିଳା ଜଣକ ହେଲେ ପରା ଗ୍ରାମର ଶାନ୍ତିଲତା ପେଣ୍ଠଇ । ବିଳମ୍ବିତ ରାତିରେ ସାନ ପୁଅ ରଥି ପେଣ୍ଠଇ ଶାନ୍ତିଲତାଙ୍କୁ ବାଡ଼ିରେ ପିଟିପିଟି ମାରିଦେଇଥିବା ଅଭିଯୋଗ ହୋଇଛି । ଜରପଡା ଥାନାରେ ଅଭିଯୁକ୍ତ ପୁଅକୁ ଅଟକ ରଖିଛି ପୁଲିସ୍ ।
Follow Us