ରାଜରାସ୍ତାରେ ଗର୍ଜିଲେ ଅଙ୍ଗନବାଡ଼ି ଦିଦି : ଦରମା ବୃଦ୍ଧି ସହ ରଖିଲେ ୧୧ ଦଫା ଦାବି

ରାଜଧାନୀ ରାଜରାସ୍ତାରେ ଅଙ୍ଗନବାଡ଼ି ଦିଦି ।  ଭୁବନେଶ୍ବର ଲୋୟର ପିଏମଜିରେ ଏକାଠି ହୋଇଛନ୍ତି ହଜାର ହଜାର ଅଙ୍ଗନବାଡି କର୍ମୀ । ୧୧ ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି

didi

Photograph: (kanaknews)

କନକ ବ୍ୟୁରୋ :  ରାଜଧାନୀ ରାଜରାସ୍ତାରେ ଅଙ୍ଗନବାଡ଼ି ଦିଦି ।  ଭୁବନେଶ୍ବର ଲୋୟର ପିଏମଜିରେ ଏକାଠି ହୋଇଛନ୍ତି ହଜାର ହଜାର ଅଙ୍ଗନବାଡି କର୍ମୀ । ୧୧ ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଭାରତୀୟ ମଜଦୂର ସଂଘ ସହ ବନ୍ଧିତ ଅଲ୍ ଓଡ଼ିଶା ଅଙ୍ଗନୱାଡି ଲେଡ଼ିଜ ୱର୍କର୍ସ ସଂଘ ତରଫରୁ ଅଙ୍ଗନୱାଡି କର୍ମୀ  ଓ ସହକର୍ମୀଙ୍କ ବିଭିନ୍ନ ସମସ୍ୟା ସମ୍ବନ୍ଧିତ ଦାବୀ ନେଇ ଆଜି ବିଧାନସଭା ସମ୍ମୁଖରେ ପ୍ରତିବାଦ କରୁଛନ୍ତି ଅଙ୍ଗନବାଡି କର୍ମୀ  ।

ଅଧିକ ପଢନ୍ତୁ... ଆସନ୍ତା କାଲି ଠୁ ରାଜ୍ୟରେ ଆରମ୍ଭ ହେବ ଧାନକିଣା : ପ୍ରଦୀପ ବଳ ସାମନ୍ତ, ସମବାୟ ମନ୍ତ୍ରୀ

 ତେବେ ଜାଣନ୍ତୁ କଣ ରହିଛି ଅଙ୍ଗନବାଡ଼ି ଦିଦିଙ୍କ ପ୍ରମୁଖ ଦାବି
- ICDS ପ୍ରକଳ୍ପକୁ ସ୍ଥାୟୀ କରିବା 
-ଅଙ୍ଗନୱାଡି କର୍ମୀ ଓ ସହକର୍ମୀ ମାନଙ୍କୁ ସରକାରୀ କର୍ମଚାରୀ ଘୋଷଣା
- ମାସିକ ଦରମା ୧୮ ହଜାର ଏବଂ ସହକର୍ମୀଙ୍କୁ ୯ ହଜାର ଟଙ୍କା 
- ୨୦୨୪ ନିର୍ବାଚନ ଇସ୍ତାହାରରେ ଦିଆଯାଇଥିବା ବେତନ ବୃଦ୍ଧି ପ୍ରତିଶ୍ରୁତି ଲାଗୁ କରିବା
- ଯୋଗ୍ୟତା ଆଧାରରେ ଅଙ୍ଗନୱାଡି କର୍ମୀଙ୍କୁ ଶିକ୍ଷୟିତ୍ରୀ ଭାବେ ନିଯୁକ୍ତି ପ୍ରଦାନ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe