କନକ ବ୍ୟୁରୋ: ପରିଡାଙ୍କ ବଡ ସୂଚନା । ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟରେ ପାଇବେ ଟଙ୍କା । ବାଦ ପଡିଥିବା ସମସ୍ତ ଅଙ୍ଗନବାଡି କର୍ମୀଙ୍କୁ ମିଳିବ ସୁଭଦ୍ରା ଟଙ୍କା । ଏନେଇ ପ୍ରସ୍ତୁତ ହେଉଛି ତାଲିକା, ଖୁବଶୀଘ୍ର ହେବ ଜାରି । ସେହିପରି ରିଜେକ୍ଟ ହୋଇଥିବା ୨ ଲକ୍ଷ ୬୭ ହଜାର ଫର୍ମ ଆଉଥରେ ରିଚେକ କରାଯିବ । ଏହାକୁ କ୍ୟାବିନେଟ ଅନୁମତି ମିଳିଛି । କେହି ଯୋଗ୍ୟହିତାଧିକାରୀ ଯେମିତି ବାଦ ନପଡନ୍ତି ବାର ବାର ଚେକ କରାଯିବ ।
ଅଙ୍ଗନବାଡି କର୍ମୀ ପାଇବେ ସୁଭଦ୍ରା ଟଙ୍କା: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ବଡ ସୂଚନା
ପରିଡାଙ୍କ ବଡ ସୂଚନା । ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟରେ ପାଇବେ ଟଙ୍କା । ବାଦ ପଡିଥିବା ସମସ୍ତ ଅଙ୍ଗନବାଡି କର୍ମୀଙ୍କୁ ମିଳିବ ସୁଭଦ୍ରା ଟଙ୍କା । ଏନେଇ ପ୍ରସ୍ତୁତ ହେଉଛି ତାଲିକା, ଖୁବଶୀଘ୍ର ହେବ ଜାରି ।