ପୁଣି ଏକ ହାତୀର ମୃତ୍ୟୁ:୫ଦିନରେ ଗଲାଣି ୨ ହାତୀଙ୍କ ଜୀବନ । ବେଫିକର ବନ ବିଭାଗ

Advertisment

ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ ମାଧପୁର ରେଞ୍ଜରେ ପୁଣି ଏକ ହାତୀର ମୃତ୍ୟୁ । ବିଦ୍ୟୁତ୍ ତାର ଲାଗି ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ତେବେ ମାଧପୁର ରେଞ୍ଜରେ ବାରମ୍ବାର କାହିଁକି ମରୁଛନ୍ତି ହାତୀ? ଗଲା ୫ ଦିନ ଭିତରେ ୨ଟି ହାତୀ ମଲେଣି, କିନ୍ତୁ ବେଫିକର ବନ ବିଭାଗ

hati 1

କନକବ୍ୟୁରୋ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ ମାଧପୁର ରେଞ୍ଜରେ ପୁଣି ଏକ ହାତୀର ମୃତ୍ୟୁ । ବିଦ୍ୟୁତ୍ ତାର ଲାଗି ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ତେବେ ମାଧପୁର ରେଞ୍ଜରେ ବାରମ୍ବାର କାହିଁକି ମରୁଛନ୍ତି ହାତୀ? 

ଗଲା ୫ ଦିନ ଭିତରେ ୨ଟି ହାତୀ ମଲେଣି, କିନ୍ତୁ ବେଫିକର ବନ ବିଭାଗ ଓ ୫ ଦିନ ତଳେ ଯେଉଁ ଦନ୍ତା ହାତୀଟି ମରିଥିଲା, ତାହା ବିଦ୍ୟୁତ ଆଘାତ ଯୋଗୁଁ ହୋଇଥିବା ସନ୍ଦେହ କରାଯାଉଛି, କିନ୍ତୁ ପ୍ରକୃତ କାରଣ ଜଣାପଡିନାହିଁ ।

ଆଠମଲ୍ଲିକ ବନଖଣ୍ଡରେ ଅନେକ ସମୟରେ ହାତୀଙ୍କ ମୃତ୍ୟୁ ହେଉଥିବା ବେଳେ ବନ ବିଭାଗ କିନ୍ତୁ ସଠିକ ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe