କନକବ୍ୟୁରୋ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ ମାଧପୁର ରେଞ୍ଜରେ ପୁଣି ଏକ ହାତୀର ମୃତ୍ୟୁ । ବିଦ୍ୟୁତ୍ ତାର ଲାଗି ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ତେବେ ମାଧପୁର ରେଞ୍ଜରେ ବାରମ୍ବାର କାହିଁକି ମରୁଛନ୍ତି ହାତୀ?
ଗଲା ୫ ଦିନ ଭିତରେ ୨ଟି ହାତୀ ମଲେଣି, କିନ୍ତୁ ବେଫିକର ବନ ବିଭାଗ ଓ ୫ ଦିନ ତଳେ ଯେଉଁ ଦନ୍ତା ହାତୀଟି ମରିଥିଲା, ତାହା ବିଦ୍ୟୁତ ଆଘାତ ଯୋଗୁଁ ହୋଇଥିବା ସନ୍ଦେହ କରାଯାଉଛି, କିନ୍ତୁ ପ୍ରକୃତ କାରଣ ଜଣାପଡିନାହିଁ ।
ଆଠମଲ୍ଲିକ ବନଖଣ୍ଡରେ ଅନେକ ସମୟରେ ହାତୀଙ୍କ ମୃତ୍ୟୁ ହେଉଥିବା ବେଳେ ବନ ବିଭାଗ କିନ୍ତୁ ସଠିକ ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/KYvR1nMjWvP4FYVuF7m4.jpg)