ଯାଜପୁର, ଧର୍ମଶାଳା ତିଗିରିଆ ଗାଁରେ ଅଭାବନୀୟ ଘଟଣା: ଡକାୟତି କରିବାକୁ ଆସି ବୃଦ୍ଧାଙ୍କୁ ଦୁର୍ବୃତ୍ତଙ୍କ ଆକ୍ରମଣ

Advertisment

ଲୁଟ୍‌ କରିବାକୁ ଆସି ବୃଦ୍ଧାଙ୍କୁ ହତ୍ୟା । ବିରୋଧ କରିବାରୁ ବୃଦ୍ଧାଙ୍କୁ ଆକ୍ରମଣ କଲେ ଦୁର୍ବୃତ୍ତ । ଏପରି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଟିଗିରିଆ ଗାଁରେ । ଗାଁକୁ ଚୋରି କରିବା ପାଇଁ ଘରେ ପଶିଥିଲେ ଦୁର୍ବୃତ୍ତ ।

DWDW

Photograph: (KANAK NEWS)

କନକ ବ୍ୟୁରୋ: ଲୁଟ୍‌ କରିବାକୁ ଆସି ବୃଦ୍ଧାଙ୍କୁ ହତ୍ୟା । ବିରୋଧ କରିବାରୁ ବୃଦ୍ଧାଙ୍କୁ ଆକ୍ରମଣ କଲେ ଦୁର୍ବୃତ୍ତ । ଏପରି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଟିଗିରିଆ ଗାଁରେ । ଗାଁକୁ ଚୋରି କରିବା ପାଇଁ ଘରେ ପଶିଥିଲେ ଦୁର୍ବୃତ୍ତ । ଗାଁର କୌଶଲ୍ୟା ପତି ଓ ତାଙ୍କ ଝିଅ ଘରେ ଥିବା ସମୟରେ ଦୁଇ ଜଣ ଦୁର୍ବୃତ୍ତ ଲୁଟ କରିବା ପାଇଁ ଘରେ ପଶିଥିଲେ । ଉଭୟ ମା’ ଝିଅ ଦୁର୍ବୃତ୍ତଙ୍କୁ ଦେଖି ଦେବାରୁ ସେମାନେ ମା’ ଝିଅଙ୍କୁ ଆକ୍ରମଣ କରିଥିଲେ । ଫଳରେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ବେଳେ ଝିଅ ଆହତ ହୋଇଛନ୍ତି । ଝିଅର ପାଟି ଶୁଣି ଘର ପାଖ ଲୋକେ ପହଞ୍ଚିବାରୁ ସେଠାରୁ ଦୁର୍ବୃତ୍ତମାନେ ଫେରାର ହୋଇ ଯାଇଥିଲେ । ଘଟଣାସ୍ଥଳରେ ବାଲିଚନ୍ଦ୍ରପୁର ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe