ଅସମାଜିକ ବ୍ୟକ୍ତିଙ୍କ ଅମାନବୀୟ କାଣ୍ତ : ରାସ୍ତା କଡ ଅଳିଆ ଗଦାରେ ଲଗାଇଲେ ନିଁଆ

Advertisment

ଅସମାଜିକ ବ୍ୟକ୍ତିଙ୍କ ଅମାନବୀୟ କାଣ୍ଡ। ରାସ୍ତାକଡ଼ ଅଳିଆ ଗଦାରେ ନିଆଁ ଲଗାଇଦେଲେ ଜଣେ ବ୍ୟକ୍ତି । ନିଆଁ ଅଣାୟତ ହୋଇ ଜଳିଗଲା ଜଳିଗଲା କାର । ଅଳିଆ ଗଦାରୁ ନିଆଁ ଲାଗି ଜଳିଗଲା ସେକେଣ୍ଡ ହ୍ୟାଣ୍ଡ କାର୍

ଅସମାଜିକ ବ୍ୟକ୍ତିଙ୍କ ଅମାନବୀୟ କାଣ୍ଡ। ରାସ୍ତାକଡ଼ ଅଳିଆ ଗଦାରେ ନିଆଁ ଲଗାଇଦେଲେ ଜଣେ ବ୍ୟକ୍ତି । ନିଆଁ ଅଣାୟତ ହୋଇ ଜଳିଗଲା ଜଳିଗଲା କାର । ଅଳିଆ ଗଦାରୁ ନିଆଁ ଲାଗି ଜଳିଗଲା ସେକେଣ୍ଡ ହ୍ୟାଣ୍ଡ କାର୍

garbege

Photograph: (kanaknews)

କନକ ବ୍ୟୁରୋ : ଅସମାଜିକ ବ୍ୟକ୍ତିଙ୍କ ଅମାନବୀୟ କାଣ୍ଡ। ରାସ୍ତାକଡ଼ ଅଳିଆ ଗଦାରେ ନିଆଁ ଲଗାଇଦେଲେ ଜଣେ ବ୍ୟକ୍ତି । ନିଆଁ ଅଣାୟତ ହୋଇ ଜଳିଗଲା ଜଳିଗଲା କାର । ଅଳିଆ ଗଦାରୁ ନିଆଁ ଲାଗି ଜଳିଗଲା ସେକେଣ୍ଡ ହ୍ୟାଣ୍ଡ କାର୍। ଭୁବନେଶ୍ଵର ବଡ଼ଗଡ଼ ଥାନା ଅନ୍ତର୍ଗତ କଟକ ପୁରୀ ବାଇପାସ୍ ରୋଡ ମଙ୍ଗରାଜ ପଏଣ୍ଟ କଡ଼ରେ ଥିବା ଅଳିଆ ଗଦାରୁ ନିଆଁ ଲାଗି ଜଳିଗଲା ସେକେଣ୍ଡ ହ୍ୟାଣ୍ଡ କାର । 

ସୂଚନା ଅନୁସାରେ ଜଣେ ବ୍ୟକ୍ତି ବାହାଘର ମଣ୍ଡପରେ କାମ କରି ରାତି ୧୨ଟାରେ ଫେରୁଥିବାବେଳେ ଅଚାନକ ଅଳିଆ ଗଦାରେ ନିଆଁ ଲଗାଇ ଦେଇଥିଲେ । ହେଲେ ନିଆଁ ଭୀଷଣ ରୂପ ନେଇ ୫୦ମିଟର ପର୍ୟ୍ୟନ୍ତ ବ୍ୟାପିଯାଇଥିଲା। ସ୍ଥାନୀୟଲୋକ ପହଞ୍ଚି ଅଗ୍ନିଶମ ବିଭାଗକୁ ସୂଚନା ଦେବା ସହ ତୁରନ୍ତ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ । ବଡ଼ଗଡ଼ ପୁଲିସ ପହଞ୍ଚି ଅଭିଯୁକ୍ତକୁ ଧରି ପଚରା ଉଚରା କରୁଥିବା ସମୟରେ ସ୍ଥାନୀୟଲୋକ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ବାଇପାସ୍ ରାସ୍ତାରେ ଗାଡ଼ି ଚଳାଚଳ ଏକ ଘଣ୍ଟା ବାଧା ପ୍ରାପ୍ତ ହେଇ ଥିଲା ।

ଆଧିକ ପଢନ୍ତୁ : ଦିନିକିଆ ପରାଜୟର ପ୍ରତିଶୋଧ ଟି-୨୦ରେ ନେଲା ଭାରତ ,ତୃତୀୟ ଟି-ଟ୍ୱେଣ୍ଟି ବିଜୟ ସହ ଭାରତ ୩-୦ରେ ଆଗୁଆ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe